କୋଭିଡ ନିୟମ ପାଳନ ପୂର୍ବକ ନିର୍ଦ୍ଧାରିତ ତାରିଖରେ ହିଁ ହେବ ଓଡିଶା ସିଭିଲ ସର୍ଭିସ ପରୀକ୍ଷା

ଭୁବନେଶ୍ୱର- ନିର୍ଦ୍ଧାରିତ ତାରିଖରେ ହିଁ ହେବ ଓଡିଶା ସିଭିଲ ସର୍ଭିସ ପରୀକ୍ଷା । କୋରୋନା କଟକଣା ମଧ୍ୟରେ ଏହି ପରୀକ୍ଷା ହେବ ବୋଲି ଲୋକସେବା ଆୟୋଗ ସ୍ପଷ୍ଟ କରିଛି । ପୂର୍ବ ନିର୍ଦ୍ଧାରିତ ଚଳିତ ମାସ ୨୦ ତାରିଖରୁ ହିଁ ପରୀକ୍ଷା ଆରମ୍ଭ ହେବ । ୨୩ ତାରିଖରେ ଆସିଷ୍ଟାଂଟ ସର୍ଜନ ପଦବୀ ପାଇଁ ବି…

୬ ବରିଷ୍ଠ ଆଇଏଏସ ଅଫିସରଙ୍କୁ ପଦୋନ୍ନତି 

ଭୁବନେଶ୍ୱର- ରାଜ୍ୟ ସରକାର ୬ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି । ୧୯୯୧ ବ୍ୟାଚର ଆଇଏଏସ ଅଧିକାରୀ ଅନୁ ଗର୍ଗ, ମଧୁସୂଦନ ପାଢୀ, ସତ୍ୟବ୍ରତ ସାହୁ ଓ ବିଜୟ ଆରୋରାଙ୍କ ପଦୋନ୍ନତି ହୋଇଛି । ଏହି ଚାରି ଜଣଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ଭାବେ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର…

ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଦେଶର ଶ୍ରେଷ୍ଠ ପୋଲିସ ଟ୍ରେନିଂ ସେଂଟର ଭାବେ ପୁରସ୍କୃତ

କଟକ – ଓଡିଶା ପୋଲିସ ପାଇଁ ଏକ ସମ୍ମାନଜନକ ଖବର । ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଦେଶର ଶ୍ରେଷ୍ଠ ପୋଲିସ ଟ୍ରେନିଂ ସେଂଟର ବିବେଚିତ ହୋଇଛି । ୨୦୨୦-୨୧ ବର୍ଷ ପାଇଁ ଗେଜେଟେଡ୍ ଅଫିସର୍ସ (ଜିଓ) ବର୍ଗରେ ଶ୍ରେଷ୍ଠ ପୋଲିସ ଏକାଡେମୀ ଭାବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ୱାରା ପୁରସ୍କୃତ ହୋଇଛି…