ପୋତାଗଡ଼ ଦୁର୍ଗରୁ ମିଳିଲା ପ୍ରାଚୀନ ତମ୍ବା ମୂର୍ତ୍ତି

ଗଞ୍ଜାମ: ଗଞ୍ଜାମ ସହର ନିକଟ ଐତିହାସିକ ପୋତାଗଡ଼ ଦୁର୍ଗର ପୁନରୁଦ୍ଧାର ତଥା ନବୀକରଣ କାର୍ଯ୍ୟ ଚାଲୁ ରହିଛି। ଏହି ସମୟରେ ଦୁର୍ଗ ନିକଟରୁ ପ୍ରାଚୀନ ଶୁଦ୍ଧ ତମ୍ବା ମୂର୍ତ୍ତି ମିଳିଛି। ବ୍ରିଟିଶ ଶାସନ ଅମଳର ଏହି ଦୁର୍ଗର ଏକ ନିର୍ଦ୍ଧିଷ୍ଟ ଜାଗାକୁ ଖୋଳିବା ସମୟରେ ସେଠାରୁ ଅତି ପ୍ରାଚୀନ ତମ୍ବାରେ…

ତିନି ସୀମାବର୍ତ୍ତୀ ରାଜ୍ୟରେ ବିଏସ୍ଏଫ୍ ର କ୍ଷମତା ବୃଦ୍ଧି କରାଯିବା ନେଇ ବିବାଦ, ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଲେ ସଂଘୀୟ…

ନୂଆଦିଲ୍ଲୀ: ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ଆସାମରେ ଅନ୍ତର୍ଜାତୀୟ ସୀମା (ଭାରତ-ପାକିସ୍ଥାନ ଏବଂ ଭାରତ-ବାଂଲାଦେଶ) ର ୫୦ କିଲୋମିଟର ମଧ୍ୟରେ ବିଏସଏଫ ଅଧିକାରୀଙ୍କୁ ଅନୁସନ୍ଧାନ, ଜବତ ଏବଂ ଗିରଫ କରିବାକୁ ଅନୁମତି ଦେବା ପାଇଁ କେନ୍ଦ୍ର ସରକାର ସୀମା ସୁରକ୍ଷା ବଳ (ବିଏସଏଫ) ଆଇନରେ ସଂଶୋଧନ…

ରାଜ୍ୟରେ କୋରୋନା ସଂକ୍ରମଣ ସ୍ଥିତି ଉଦବେଗଜନକ ନୁହେଁ, କେବଳ ଭୁବନେଶ୍ୱର ପାଇଁ ଚିନ୍ତା : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣର ସ୍ଥିତି ତଳ ଉପର ହେଉଛି । କେତେବେଳେ ବଢୁଛି ତ କେତେବେଳେ କମୁଛି । କିନ୍ଥ ସ୍ଥିତି ଉଦବେଗଜନକ ନୁହେଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । କେବଳ ଭୁବନେଶ୍ୱର ପାଇଁ ଟିକେ ଚିନ୍ତା ରହିଛି । ୩ ମାସ ହେଲା ସଂକ୍ରମଣ ତଳ…

ଶ୍ରୀମନ୍ଦିର ଦର୍ଶନ ପାଇଁ ସଂଶୋଧିତ ଏସଓପି ଜାରି

ପୁରୀ – ଶ୍ରୀମନ୍ଦିରରେ ଦର୍ଶନ ପାଇଁ ସଂଶୋଧିତ ଏସଓପି ଜାରି ହୋଇଛି । ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ସଂଶୋଧିତ ନିୟମାବଳୀ । ସକାଳ ୭ରୁ ରାତି ୯ ଯାଏଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ । ବିଶୋଧନ ପାଇଁ ସବୁ ରବିବାର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ଦର୍ଶନ । ଦଶହରା, ଦୀପାବଳି,…