ଆର୍ୟନ ଖାନଙ୍କ ସହ ସେଲଫି ଉଠାଇଥିବା ଏନସିବିର ସାକ୍ଷୀଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍

ପୁଣେ: କ୍ରୁଜରୁ ଡ୍ରଗ୍ସ ଜବତ ମାମଲାରେ ଏନସିବିର ଜଣେ ସ୍ବାଧୀନ ସାକ୍ଷୀ କେପି ଗୋସାଭିଙ୍କ ବିରୋଧରେ ପୁଣେ ପୋଲିସ ଲୁକ୍ଆଉଟ୍ ସର୍କୁଲାର ଜାରି କରିଛି। ଲୁକଆଉଟ୍ ସର୍କୁଲାର୍ ହେଉଛି ଏକ ନୋଟିସ ଯାହା ଲୋକଙ୍କୁ ଦେଶ ଛାଡ଼ିବାରୁ ରୋକିଥାଏ | ୨୦୧୮ରେ ଏକ ଠକେଇ ମାମଲାରେ ଗୋସାଭି ପୁଣେ ପୋଲିସର…

ଦୁଇ ଦିନର ବ୍ୟବଧାନ ପରେ ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ୍ ଦର

ନୂଆଦିଲ୍ଲୀ: ଦୁଇ ଦିନର ବ୍ୟବଧାନ ପରେ ପେଟ୍ରୋଲ୍ ଏବଂ ଡିଜେଲ୍ ଦର ଆଜି ପୁଣି ବୃଦ୍ଧି ପାଇଛି। ଏହାପୂର୍ବରୁ ବୁଧବାର ଏବଂ ମଙ୍ଗଳବାର ଦିନ ତୈଳ ଦର ସ୍ଥିର ରହିଥିଲା। ଆଜି ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩୫-୩୫ ପଇସା ବୃଦ୍ଧି ପାଇଛି। ମୂଲ୍ୟ ବୃଦ୍ଧି ପରେ ଆଜି…

ରାଜ୍ୟରେ ୫୨୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୨୧ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୬୫ ଜଣ ଶିଶୁ କିଶୋର ଅଛନ୍ତି । ସଙ୍ଗରୋଧରୁ ୩୦୪ ଓ ସ୍ଥାନୀୟ ଅଂଚଳରୁ ୨୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୯ ଓ କଟକରୁ ୬୦ ଆକ୍ରାନ୍ତ ଚିହ୍ନଟ…

କରୋନା ଅପଡେଟ୍: ଦେଶରେ ଆଉ ୧୮,୯୮୭ ନୂଆ ମାମଲା, ୨୪୬ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କ୍ରମାଗତ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୧୮ ହଜାର ୯୮୭ ନୂଆ ମାମଲା ରିପୋର୍ଟ ହୋଇଛି। ଏହି ସମୟରେ ୨୪୬ ଜଣଙ୍କର ମୃତ୍ୟୁ ହୋଇଥିଲା। ମଙ୍ଗଳବାର ଦିନ ଦେଶରେ ୧୫ ହଜାର ୮୨୩ ମାମଲା ପଞ୍ଜିକୃତ ହୋଇଥିଲା ଏବଂ ୨୨୬ ଜଣ ପ୍ରାଣ ହରାଇଥିଲେ। ଆଜି…

ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଲଘୁଚାପ ବଳୟ, ୧୬ ଓ ୧୭ ତାରିଖରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର- ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ପହଂଚିବା ପୂର୍ବାନୁମାନ କରାଯାଉଛି । ଏହାର ପ୍ରଭାବରେ ରାଜ୍ୟରେ କୋହଲା ପାଗ ଓ ସ୍ୱଳ୍ପ ବୃଷ୍ଟି ହୋଇପାରେ । ଆସନ୍ତା ୧୬ ଓ ୧୭ ତାରିଖରେ…

ପ୍ରାତଃ ଭ୍ରମଣ ବେଳେ ଧକ୍‌କା ମାରିଲା ଅଜଣା ଗାଡି, ୨ ମହିଳା ମୃତ, ଜଣେ ଗୁରୁତର

ନୟାଗଡ - ପ୍ରାତଃ ଭ୍ରମଣ ବେଳେ ଦୁର୍ଘଟଣା ଘଟି ୨ ମହିଳାଙ୍କ ମୃତ୍ୟୁ ହୋଇଛି । ନୟାଗଡ ନୂଆଗାଁ ବ୍ଲକ ସଁପଡାରେ ଘଟିଛି ଏହି ଘଟଣା । ପ୍ରାତଃ ଭ୍ରମଣ ବେଳେ ଅଜଣା ଗାଡି ଧକ୍‌କାରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ସଁପଡା ଗାଁର ଟିକିନା ପ୍ରଧାନ ଓ ମାନସୀ ମାର୍ଥା । ଗାଡି…