ନକ୍ସଲ ମୂଷାକୀଙ୍କ କନ୍ଧମାଳ ଏସପିଙ୍କ ଆଗରେ ଆତ୍ମସମର୍ପଣ

ଫୁଲବାଣୀ - ନକ୍ସଲ ରାହୁଲ ମୂଷାକୀ ଓରଫ ପିଣ୍ଟୁ ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ଜିଲ୍ଲା ଏସପି ବିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତିି ମୂଷାକୀ । ଛତିଶଗଡ ସୁକମା ଜିଲ୍ଲାରେ ମୂଷାକୀଙ୍କ ଘର । ମୂଷାକୀ ୨୦୧୫ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ । ସେ ବଂଶଧାରା ଘୁମୁସର…

ଆଜିଠାରୁ ଆଇପିଏଲର ପ୍ଲେ ଅଫ୍ ପର୍ଯ୍ୟାୟ, ପ୍ରଥମ କ୍ୱାଲିଫାୟରରେ ଚେନ୍ନାଇ-ଦିଲ୍ଲୀ ମୁହାଁମୁହିଁ

ଦୁବାଇ: ଆଇପିଏଲ୍‌-୨୦୨୧ର ପ୍ଲେ ଅଫ୍ ପର୍ଯ୍ୟାୟ ଆଜି ଠାରୁ ଆରମ୍ଭ ହେଉଛି । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ପ୍ରଥମ କ୍ୱାଲିଫାୟରରେ ତିନି ଥରର ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗ୍‌ସର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ସହ ହେବ । ମହେନ୍ଦ୍ର ସିଂ ଧୋନିଙ୍କ ଅଭିଜ୍ଞ ଦଳକୁ…

ରୁଷରେ ବିମାନ ଦୁର୍ଘଟଣାଗ୍ରସ୍ତ, ୧୬ ମୃତ

ମସ୍କୋ: ରବିବାର ଦିନ ରୁଷର ତାତରସ୍ତାନ ଅଞ୍ଚଳରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଇମର୍ଜେନ୍ସି ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣଙ୍କୁ ବିମାନର ଧ୍ୱଂସାବଶେଷରୁ ଜୀବନ୍ତ ଉଦ୍ଧାର କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି…