ମୁଖ୍ୟମନ୍ତ୍ରୀଙ୍କ ମୋ ସରକାର ସମୀକ୍ଷା: ୨୭ ବିଭାଗରେ ୨୨୫ ଟି ସେବା ସାମିଲ

ମୋ ସରକାରକୁ ଆଉ ଏକ ସ୍ତରକୁ ନେବାକୁ ଆହ୍ବାନ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ମୋ ସରକାରର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ବିଭାଗୀୟ ଅଧିକାରୀମାନଙ୍କୁ ଏ କ୍ଷେତ୍ରରେ ଆହୁରି କ୍ରିୟାଶୀଳ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ସମସ୍ତେ ବିଭିନ୍ନ…

ଡଃ ଗୋପବନ୍ଧୁ ଦାଶଙ୍କ ପୁସ୍ତକ “Dynamics of Indo South African Cooperation in the Changing…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସହଯୋଗ ଉପରେ ଡଃ ଗୋପବନ୍ଧୁ ଦାଶଙ୍କ ଲିଖିତ ଗବେଷଣାଭିତ୍ତିକ ପୁସ୍ତକ Dynamics of Indo-South African Cooperation in a Chaning World ଆଜି ଲୋକାର୍ପିତ କରିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା…

ଶ୍ରୀମନ୍ଦିର କଳାହାଟ ଦ୍ୱାରର ଛାଉଣି ପାଇଁ ଆସିଥିବା ୫ କ୍ୱିଣ୍ଟାଲ ରୁପା ନିଳାଦ୍ରୀ ଭକ୍ତନିବାସରୁ ଜିଲ୍ଲା କୋଷାଗାରକୁ…

ପୁରୀ – ଶ୍ରୀମନ୍ଦିର କଳାହାଟ ଦ୍ୱାର ପାଇଁ ଆସିଥିବା ୫ କ୍ୱିଣ୍ଟାଲ ରୁପାକୁ ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗ ରୁମରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାପାଳ ଅନୁମତି ଦେବା ପରେ ରୁପା କୋଷାଗାରକୁ ସ୍ଥାନାନ୍ତର କରିଛି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତାବର୍ଷ ରଥଯାତ୍ରା ବେଳେ…

ସୌରଶକ୍ତି ଉତ୍ପାଦନରେ ଓଡ଼ିଶା ହେବ ଏକ ଅଗ୍ରଣୀ ରାଜ୍ୟ 

ଭୁବନେଶ୍ୱର: ଗ୍ରୀନ୍ ଏନର୍ଜି ଡେଭଲପ୍‌ମେଣ୍ଟ କର୍ପୋରେସନ୍ ( ଜିଇଡିସିଓଏଲ୍ ) ଏବଂ ଏନ୍‌ଏଚ୍‌ପିସିର ମିଳିତ ଉଦ୍ୟମରେ ବିଭିନ୍ନ ଜଳାଶୟରେ ଭାସମାନ ସୌର ଶକ୍ତି ପ୍ରକଳ୍ପ କାର୍ଯ୍ୟ କରାଯିବ । ୨୦୧୩ ମସିହାରେ ସବୁଜ ଶକ୍ତି ଉନ୍ନୟନ ନିଗମ ( ଗ୍ରୀନ୍‌ ଏନର୍ଜି ଡେଭଲପ୍‌ମେଣ୍ଟ କର୍ପୋରେସନ୍ ) ଗଠିତ…

ଖଜୁରୀପଡା ଆଇଆଇସି ରମାକାନ୍ତ ପାତ୍ର ସସପେଣ୍ଡ୍‌

ଫୁଲବାଣୀ – କ୍ଷମତାର ଦୁରୂପଯୋଗ କରିଥିବାରୁ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଆଇଆଇସି ରମାକାନ୍ତ ପାତ୍ରଙ୍କୁ ସସପେଣ୍ଡ କରିଛନ୍ତି ଡିଜିପି ଅଭୟ । ଏହି ମାସ ୩ ତାରିଖରେ ଖଜୁରୀପଡା ବଜାରରେ ଆଇଆଇସିଙ୍କ ଉନ୍ମତ୍ତକାଣ୍ଡ ଯୋଗୁଁ ତାଙ୍କୁ ସସପେଣ୍ଡ କରାଯାଇଥିବା ଡିଜିପି କହିଛନ୍ତି । ଗତ ରବିବାର…