ଅଭିନେତା ମନୋଜ ବାଜପେୟୀଙ୍କ ପିତୃ ବିୟୋଗ

ନୂଆଦିଲ୍ଲୀ: ଅଭିନେତା ମନୋଜ ବାଜପେୟୀଙ୍କ ପିତା ରାଧାକାନ୍ତ ବାଜପେୟୀଙ୍କର ଆଜି ଦେହାନ୍ତ ହୋଇଯାଇଛି। ଦୀର୍ଘ ଦିନର ଅସୁସ୍ଥତା ପରେ ରବିବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କିଛି ସପ୍ତାହ ତଳେ ରାଧାକାନ୍ତ ବାଜପେୟୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀର ଏକ…

ମାଲକାନଗିରି ଯୋଡାଆମ୍ବ ଥାନାର ନୂଆ କୋଠା ଉଦଘାଟନ କଲେ ଡିଜିପି

ମାଲକାନଗିରି – ମାଲକାନଗିରି ଜିଲ୍ଲା ଗସ୍ତ କରି ଡିଜିପି ଅଭୟ ଯୋଡାଆମ୍ବରେ ପୋଲିସ ଷ୍ଟେସନର ନୂଆ କୋଠା ଉଦଘାଟନ କରିଛନ୍ତି । ପୂର୍ବରୁ ଏହି ପୋଲିସ ଷ୍ଟେସନ ଚିତ୍ରକୋଣ୍ଡାରେ ଚାଲୁଥିଲା । ଗତବର୍ଷ ଏହା ଯୋଡାଆମ୍ବକୁ ସ୍ଥାନାନ୍ତର କରାଯାଇଥିଲା । ଥାନାର ନୂଆ କୋଠା ସ୍ୱାଭିମାନ ଅଞ୍ଚଳର ଲୋକଙ୍କ…

ପିପିଲିରେ ବୃହତ ବିଜୟ ଅଭିମୁଖେ ବିଜେଡି, ୧୫ ରାଉଣ୍ଡ ଗଣତି ପରେ ରୁଦ୍ର ପ୍ରତାପ ୧୬ ହଜାର ୬୪୦ ଭୋଟରେ ଆଗୁଆ

ପିପିଲି- ପିପିଲିରେ ବୃହତ ବିଜୟ ଆଡେ ଅଗ୍ରସର ହେଉଛି ବିଜେଡି । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ପଂଚଦଶ ରାଉଣ୍ଡ ସୁଦ୍ଧା ବିଜେପିର ଆଶ୍ରିତ ପଟ୍ଟନାୟକଙ୍କଠାରୁ ୧୬ ହଜାର ୬୪୦ ଭୋଟରେ ଆଗୁଆ ଅଛନ୍ତି । ଏହି ରାଉଣ୍ଡ ଶେଷ ସୁଦ୍ଧା ରୁଦ୍ରପ୍ରତାପ ୫୯ ହଜାର ୧୮୪ ଭୋଟ୍ ପାଇଥିବା ବେଳେ…

ଭବାନୀପୁରରେ ମମତାଙ୍କ ବଡ଼ ବିଜୟ, ବିଜେପିର ପ୍ରିୟଙ୍କା ଟିବ୍ରେୱାଲଙ୍କୁ ୫୮,୮୩୨ ଭୋଟରେ ହରାଇଲେ

କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ଉପନିର୍ବାଚନରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ବିଜୟୀ ହୋଇଛନ୍ତି । ମମତା ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ୫୮,୮୩୨ ଭୋଟରେ ପରାସ୍ତ କରିଛନ୍ତି। ମମତା ମୋଟ ୮୪,୭୦୯ ଭୋଟ୍ ପାଇଛନ୍ତି | ଏହି ବିଜୟ ସହ ମମତା ନିଜ ଚୌକି ବଞ୍ଚାଇ…