ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବିଜୟ ଘାଟରେ ୧୧୭ତମ ଜନ୍ମ ବାର୍ଷିକୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଙ୍କ ସ୍ମୃତି ସ୍ଥାନ ବିଜୟ…

ପେଟ୍ରୋଲ, ଡିଜେଲ୍ ପରେ ସିଏନଜି ଓ ପିଏନଜି ମଧ୍ୟ ହେଲା ମହଙ୍ଗା

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ୍ ଏବଂ ଏଲପିଜି ପରେ ଏବେ ସିଏନଜି ଓ ପିଏନଜି ମଧ୍ୟ ମହଙ୍ଗା ହୋଇଛି । ସିଏନଜି ₹ ୨.୨୮ / କିଲୋଗ୍ରାମ ଏବଂ ପିଏନଜି ୬୨ ପ୍ରତିଶତ ଅର୍ଥାତ୍ ଦିଲ୍ଲୀର କ୍ୟୁବିକ ମିଟର ପିଛା ₹ ୨.୧୦ ମହଙ୍ଗା ହୋଇଛି। ଦିଲ୍ଲୀ, ଗାଜିଆବାଦ, ନୋଏଡା ଏବଂ ଗ୍ରେଟର ନୋଏଡା ସହିତ ସିଏନଜି…

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଆଉ ୨୪,୩୫୪ ମାମଲା, ୨୩୪ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ । ଗତ ୨୪ ଘଣ୍ଟାରେ ଦେଶରେ କୋଭିଡ -୧୯ର ଆଉ ୨୪,୩୫୪ ମାମଲା ଆସିଛି । ଫଳରେ ମୋଟ ମାମଲା ୩,୩୭,୯୧,୦୬୧କୁ ବୃଦ୍ଧି ପାଇଛି । ଦିନକରେ ୨୩୪ ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୪,୪୮,୫୭୩ରେ…