୨୦୨୨ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଝାରସୁଗୁଡ଼ା କାର୍ଡିଆକ୍ କେୟାର ହସ୍ପିଟାଲ

ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ନବ ଦାସ ଭୁବନେଶ୍ବର: ଆଜି ଲୋକସେବା ଭବନ ଠାରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ମାନ୍ୟବର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଓ ମୁଖ୍ୟ ଶାସନ ସଚିବ ସୁରେଶ…

ମାଲକାନଗିରିର ଯୋଡାଆମ୍ବ ଓ ଗୁରୁପ୍ରିୟା ସେତୁ ପରିଦର୍ଶନ କଲେ ବିଏସଫ ଆଇଜି, କହିଲେ ଲୋକଙ୍କ ମଧ୍ୟରେ ମାଓ ଭୟ କମିଛି

ମାଲକାନଗିରି – ବିଏସଏଫ ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି ମାଲାକାନଗିରି ଜିଲ୍ଲା ଗସ୍ତ କରିଛନ୍ତି । ସେ ଯୋଡାଆମ୍ବ ଓ ଗୁରୁପ୍ରିୟା ସେତୁ ଅଂଚଳ ପରିଦର୍ଶନ କରିଥିଲେ । ମାଓ ପ୍ରଭାବିତ ଅଞ୍ଚଳରେ ବର୍ତ୍ତମାନର ସୁରକ୍ଷା ସ୍ଥିତି ସମୀକ୍ଷା କରିଥିଲେ ବିଏସଫ ଆଇଜି । ବିଏସଏଫ ଆଇଜିଙ୍କ ସହ ମାଲକାନଗିରି…

ଅକ୍ଟୋବର କୋରୋନା ଗାଇଡଲାଇନ୍ : ଟ୍ୱିନ ସିଟିରେ ଅକ୍ଟୋବର ୧୧ରୁ ୨୦ ଯାଏଁ ନାଇଟ କର୍ଫ୍ୟୁ ରାତି ୮ରୁ ସକାଳ ୫

ଭୁବନେଶ୍ୱର- ରାଜ୍ୟରେ ଅକ୍ଟୋବର ମାସ ପାଇଁ ଜାରି ହୋଇଛି କୋରୋନା ଗାଇଡଲାଇନ୍ । ନଭେମ୍ବର ୧ ଯାଏଁ ବଳବତ୍ତର ରହିବ ଗାଇଡଲାଇନ୍ । ପାର୍ବଣ ପାଇଁ କଟକ ଓ ଭୁବନେଶ୍ୱରରେ କଟକଣା କଡାକଡି ହୋଇଛି । ଟ୍ୱିନ ସିଟିରେ ଅକ୍ଟୋବର ୧୧ରୁ ୨୦ ତାରିଖ ରାତି ୮ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ କରାଯିବ…

ଦିଲ୍ଲୀର ସର୍ବସାଧାରଣ ସ୍ଥାନରେ ଛଠ୍ ପୂଜା ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ସର୍ବସାଧାରଣ ସ୍ଥାନରେ ଛଠ୍ ପୂଜା ଉପରେ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ( ଡିଡିଏମ୍ଏ) ଛଠ୍ ପୂଜା ସମ୍ବନ୍ଧୀୟ ଆନୁଷ୍ଠାନିକ ନିର୍ଦ୍ଦେଶନାମା ଜାରି କରିଛି । ଏଥିରେ…