ଅକ୍ଟୋବର ୩୧ ତାରିଖ ଯାଏଁ ବଢିଲା ପରିବହନ ନିୟମ କୋହଳ ଅବଧି

ଭୁବନେଶ୍ୱର – ରାଜ୍ୟ ସରକାର ଅକ୍ଟୋବର ୩୧ ତାରିଖ ଯାଏଁ ଗାଡି ଫିଟନେସ ଓ ଡିଏଲ ଅବଧିକୁ ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାରଙ୍କ ପରାମର୍ଶରେ ଏହି କୋହଳ ଅବଧିକୁ ବୃଦ୍ଧି କରାଯାଇଛି । ୨୦୨୦ ମସିହା ଫେବ୍ରୁଆରୀ ପହିଲାରୁ ବା ୨୦୨୧ ଅକ୍ଟୋବର ୩୧ ତାରିଖ ପୂର୍ବରୁ ବୈଧତା ଶେଷ ହୋଇଥିବା ବା…

ରାଜ୍ୟରେ ପୁଣି ୫ ଶହରୁ ତଳେ ଦୈନିକ କୋରୋନା ସଂକ୍ରମଣ,ଦିନକରେ ୪୭୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୪୭୭ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୨୭୮ ଓ ସ୍ଥାନୀୟ ଅଂଚଳରୁ ୧୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୭୪ ସଂକ୍ରମିତ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୨୦୦ ଓ କଟକରୁ ୬୨ ଆକ୍ରାନ୍ତ…

ଅଟୋ ପେମେଣ୍ଟ ଠାରୁ ପେନସନ୍, ଆଜିଠାରୁ ବଦଳିଯିବ ଅନେକ ନିୟମ, ଜାଣନ୍ତୁ କଣ ସବୁ ପରିବର୍ତ୍ତନ ହେବ

ନୂଆଦିଲ୍ଲୀ: ଆଜି ଅକ୍ଟୋବର ପହିଲା | ଆଜିଠାରୁ ଆପଣଙ୍କ ସାଧାରଣ ଜୀବନ ସହ ଜଡିତ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି | ଏହି ପରିବର୍ତ୍ତନଗୁଡ଼ିକ ଆପଣଙ୍କ ପକେଟକୁ ମଧ୍ୟ ପ୍ରଭାବିତ କରିବ | ଏହି ମାସରୁ ଏଲପିଜି ଦର, ପେନସନ୍ ନିୟମ, ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଦେୟ ସହିତ ଅନେକ…

ସାମ୍ବାଦିକଙ୍କୁ ଆକ୍ରମଣ କରି ମୋବାଇଲ ଫୋନ ଲୁଟ୍

ଭୁବନେଶ୍ୱର -ରାଜଧାନୀରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରି ତାଙ୍କ ମୋବାଇଲ ଫୋନ ଲୁଟି ନେଇଛନ୍ତି ଲୁଟେରା । ଡେଲଟା ଛକରେ ଘଟିଛି ଏହି ଘଟଣା । 2 ଜଣ ଲୁଟେରା ସ୍କୁଟିରେ ଆସି ସାମ୍ବାଦିକଙ୍କ ଫୋନ ଛଡାଇ ନେବାକୁ ଚେଷ୍ଟା କରିଥିଲେ । ସେ ପ୍ରତିରୋଧ କରିବାରୁ…

ଭବିଷ୍ୟତ ସଙ୍କଟକୁ ଅଣଦେଖା… ବଢୁଛି ବେଳାଭୂମି ଓ ମୁହାଣ ପ୍ରଦୂଷଣ

ଲେଖକ- ପ୍ରତିଭା ନେପାକ ନିଜ ବିଚାରହୀନ କାର୍ଯ୍ୟ ଲାଗି ମାନବ ସମାଜ ଭବିଷ୍ୟତ ପିଢ଼ି ପାଇଁ ଏବେ ଠାରୁ ସଙ୍କଟର ମୂଳଦୁଆ ପୋତିବାରେ ଲାଗିଛି। ସମ୍ପୂର୍ଣ୍ଣ ନଷ୍ଟ ହେଉ ନଥିବା ପ୍ଲାଷ୍ଟିକ୍ ଓ ପଲିଥିନର ବହୁଳ ବ୍ୟବହାର ହେଉ କିମ୍ବା ବାୟୁ- ଜଳ- ଶବ୍ଦ ଆଦି ଯାବତୀୟ ପ୍ରଦୂଷଣର କାରଣ ସାଜୁଛି।…