ଇତିହାସ ପାଲଟିବ ଆଣ୍ଟେନା, ଆସନ୍ତାକାଲି ଠାରୁ ଡିଡି ନ୍ୟାସନାଲର ଆନାଲଗ୍ ପ୍ରସାରଣ ବନ୍ଦ କରିବ ପ୍ରସାର ଭାରତୀ

ନୂଆଦିଲ୍ଲୀ: ଦେଶରେ ୫୫ ବର୍ଷ ପୁରୁଣା ଆଣ୍ଟେନାର ଯାତ୍ରା ଏବେ ଶେଷ ହେବାକୁ ଯାଉଛି। ଏବେ ଆଉ ଘର ଛାତ ଉପରେ ଆଣ୍ଟେନା ଦେଖିବାକୁ ମିଳିବନି | ଅକ୍ଟୋବର ୧ ଅର୍ଥାତ୍ ଆସନ୍ତାକାଲି ଠାରୁ ଡିଡି ନ୍ୟାସନାଲର ଆନାଲଗ୍ ଟେରେଷ୍ଟ୍ରିଆଲ୍ ପ୍ରସାରଣ ବନ୍ଦ କରିବାକୁ ପ୍ରସାର ଭାରତ ନିଷ୍ପତ୍ତି ନେଇଛି।…

ହକିରୁ ଅବସର ଘୋଷଣା କଲେ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ବୀରେନ୍ଦ୍ର ଲାକ୍ରା

ଭୁବନେଶ୍ୱର – ଓଡିଆ ହକି ତାରକା ବୀରେନ୍ଦ୍ର ଲାକ୍ରା ଅବସର ଘୋଷଣା କରିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ହକି ଦଳର ସଦସ୍ୟ ଥିଲେ ବୀରେନ୍ଦ୍ର ଲାକ୍ରା । ହକିରୁ ବୀରେନ୍ଦ୍ରଙ୍କ ଅବସର ନେଇ ହକି ଇଣ୍ଡିଆ ଟ୍ୱିଟ୍ କରିଛି । ୨୦୧ଟି ଆନ୍ତର୍ଜାତିକ ମ୍ୟାଚରେ ଭାରତ ପାଇଁ…

ବିଜେପିରେ ଯୋଗ ଦେଉନାହିଁ, କିନ୍ତୁ କଂଗ୍ରେସ ଛାଡ଼ିବି: ଅମରିନ୍ଦର

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନିଜ ରାଜନୈତିକ ଭବିଷ୍ୟତ ସମ୍ପର୍କରେ ସ୍ଥିତି ସ୍ପଷ୍ଟ କରିଛନ୍ତି। ଅମରିନ୍ଦର ବୁଧବାର ଦିନ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ସେ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା । ହେଲେ…