How to be a Tourist in India

New Delhi:  Local travel has risen to the forefront as it remains an easier, safer, and often more sustainable travel option as a result of the pandemic. Staying closer to home continues to retain its importance on the travel agenda as…

ସଂପୂର୍ଣ୍ଣ କୋଭିଡ ସତର୍କତା ସହ ପିପିଲିରେ ହେବ ଭୋଟ ଗ୍ରହଣ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର - ପିପିଲି ଉପନିର୍ବାଚନ ପାଇଁ ଆସନ୍ତା ୩୦ ତାରିଖରେ ଭୋଟ୍ ଗ୍ରହଣ ସଂପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ହେବ । ନିର୍ବାଚନ କାର୍ଯ୍ୟ ପାଇଁ ୨ ହଜାର ୨୦୦ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି । ନିର୍ବାଚନ…

କୋଭିଡ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବେ ଓଡିଶା ସରକାର

ଭୁବନେଶ୍ୱର – କୋଭିଡରେ ପ୍ରାଣ ହରାଇଥିବା ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଓଡିଶା ସରକାର ପାଳନ କରିବେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ରାଜ୍ୟ ସରକାର ଏକ ଏସଓପି ଜାରି କରିବେ ବୋଲି ଡିଏମଇଟି ସିବିବେ ମହାନ୍ତି ସୂଚନା…

ଅନ୍ୟ ରାଜ୍ୟଙ୍କୁ ଓଡିଶା ଶିଖାଇବ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର କୌଶଳ

ଭୁବନେଶ୍ୱର- ପ୍ରାକୃତିକ ବିପର୍ଯ୍ୟୟର କିଭଳି ସଫଳ ମୁକାବିଲା କରାଯାଇପାରିବ, ସେ ଦିଗରେ ଓଡିଶା ସାରାବିଶ୍ୱରେ ଉଦାହରଣ ପାଲଟିଛି । ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ଶକ୍ତିଶାଳୀ ବାତ୍ୟା, ମହାବାତ୍ୟାର ସଫଳ ମୁକାବିଲା କରିପାରୁଥିବା ଓଡିଶା ଏବେ ବିଶ୍ୱସ୍ତରରେ ପ୍ରଶଂସା ସାଉଁଟୁଛି । ମସୁରୀ ସ୍ଥିତ…

ମମତାଙ୍କୁ ଆଶ୍ବସ୍ତି, ଭବାନୀପୁର ଉପନିର୍ବାଚନ ରଦ୍ଦ କରିବାକୁ ମନାକଲେ କଲିକତା ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ଉପନିର୍ବାଚନ ରଦ୍ଦ ହେବ ନାହିଁ । ଗୁରୁବାର ଦିନ ଏଠାରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମତଦାନ ଅନୁଷ୍ଠିତ ହେବ ବୋଲି କହିଛନ୍ତି କଲିକତା ହାଇକୋର୍ଟ । ଭବାନୀପୁର ଆସନରେ ଉପନିର୍ବାଚନ କରିବା ପାଇଁ ଏକ 'ସାମ୍ବିଧାନିକ ଆବଶ୍ୟକତା' ବୋଲି ନିର୍ବାଚନ…