ଗୁଲାବ ନରମ ପଡିବା ପରେ ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ, ଆଜିଠାରୁ ୩୦ ଯାଏଁ କିଛି ଜିଲ୍ଲାରେ ବର୍ଷା

ଭୁବନେଶ୍ୱର – ବାତ୍ୟା ଗୁଲାବ ଯୋଗୁଁ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ଏବେ ବଙ୍ଗୋପ ସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ପୂର୍ବ-ମଧ୍ୟ ବାଂଲାଦେଶ –ମିଆଁମାର ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା…

କରୋନା ଅପଡେଟ୍: ଦୁଇମାସ ପରେ ମହଙ୍ଗା ହେଲା ପେଟ୍ରୋଲ

ନୂଆଦିଲ୍ଲୀ: ପ୍ରାୟ ଦୁଇମାସ ପରେ ଆଜି ଦେଶରେ ପେଟ୍ରୋଲ ଦର ବୃଦ୍ଧି ପାଇଛି। ଏଥି ସହିତ ଗତ ପାଞ୍ଚ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ଡିଜେଲ ମହଙ୍ଗା ହୋଇଛି। ଦେଶର ବିଭିନ୍ନ ସହରରେ ପେଟ୍ରୋଲ ୨୦ ରୁ ୨୨ ପଇସା ମହଙ୍ଗା ହୋଇଛି | ଏଥି ସହିତ ଡିଜେଲର ମୂଲ୍ୟ ଆଜି ୭୫ ପଇସା ବୃଦ୍ଧି ପାଇଛି।…

କରୋନା ଅପଡେଟ୍: ୨୦୦ ଦିନ ପରେ ୨୦ ହଜାରରୁ କମ୍ ମାମଲା, ଆଉ ୧୮,୭୯୫ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ନୂଆ କରୋନା ମାମଲା କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧୮ ହଜାର ୭୯୫ ନୂଆ ମାମଲା ରିପୋର୍ଟ ହୋଇଛି, ଯାହା ୨୦୦ ଦିନପରେ ସର୍ବନିମ୍ନ । ଦିନକରେ କରୋନରେ ୧୭୯ ଜଣଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ…

ଭଗତ ସିଂହ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ବିନମ୍ର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ବିପ୍ଲବୀ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ଆଜି ଜୟନ୍ତୀ । ମୁଖ୍ୟମନ୍ତ୍ରୀ ଏହି ମହାନ ବିପ୍ଲବୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମାତୃଭୂମି ପ୍ରତି ମମତା, ସ୍ୱାଧୀନତା ସଂଗ୍ରାମରେ ତାଙ୍କର ନିଷ୍ଠା, ବୀରତା ଓ ବଳିଦାନ ପୀଢି ପୀଢି ଧରି ଭାରତୀୟଙ୍କୁ ପ୍ରେରଣା…

କବିବର ରାଧାନାଥ ରାୟଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଓଡିଆ ଆଧୁନିକ ସାହିତ୍ୟର ଯୁଗସ୍ରଷ୍ଟା କବିବର ରାଧାନାଥ ରାୟଙ୍କ ଆଜି ଜୟନ୍ତୀ । ଏହି ମହାନ ସାରସ୍ୱତ ସାଧକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଆ ଭାଷା, ସାହିତ୍ୟକୁ ରୁଦ୍ଧିମନ୍ତ କରୁଥିବା ଚିଲିକା, ନନ୍ଦିକେଶ୍ୱରୀ ଏବଂ ଚନ୍ଦ୍ରଭାଗାପରି ନିଜ…

ରାଜ୍ୟରେ ୫୪୫ ନୂଆ କୋରୋନା ଆକ୍ରାନ୍ତ, ଶିଶୁଙ୍କ ସଂଖ୍ୟା ୭୪

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣର ଉପର-ତଳ ଗତି ଜାରି ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୫ ଶହ ଉପରେ ରହିଛି ଦୈନିକ କୋରୋନା ସଂକ୍ରମଣ । ଚିହ୍ନଟ ହୋଇଛନ୍ତି ୫୪୫ ନୂଆ ଆକ୍ରାନ୍ତ । ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୭୪ ଜଣ ଶିଶୁ –କିଶୋର । ଖୋର୍ଦ୍ଧା ଜିଲ୍ଲାରୁ ୨୧୮, କଟକରୁ ୭୩,…