ଦାଢ଼ି କାଟିବା ଉପରେ କଟକଣା ଲଗାଇଲା ତାଲିବାନ

କାବୁଲ: ଆଫଗାନିସ୍ତାନର ହେଲମଣ୍ଡ ପ୍ରଦେଶରେ ଦାଢ଼ି କାଟିବା କିମ୍ବା ଛୋଟ କରିବା ଉପରେ କଟକଣା ଲଗାଇଛି ତାଲିବାନ। ଏହା ଇସଲାମିକ ଆଇନର ଉଲ୍ଲଂଘନ କରୁଛି ବୋଲି ତାଲିବାନ କହିଛି । ତାଲିବାନ ଧାର୍ମିକ ପୋଲିସ କହିଛି ଯେ ଏହି ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରାଯିବ।…

ସାର ଦୁର୍ନୀତି ମାମଲାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଭାଇଙ୍କୁ ଇଡିର ସମନ

ନୂଆଦିଲ୍ଲୀ: ସାର ଦୁର୍ନୀତି ମାମଲାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଭାଇ ଅଗ୍ରସେନ ଗେହଲୋଟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ କରିଛି। ଆଜି ପଚରାଉଚରା ପାଇଁ ଇଡି ଆଗ୍ରାସେନ ଗେହଲୋଟଙ୍କୁ ଇଡି ମୁଖ୍ୟାଳୟକୁ ଡକାଇଛି। ସୂଚନାଯୋଗ୍ୟ ଗତ ବର୍ଷ ଜୁଲାଇରେ ପ୍ରବର୍ତ୍ତନ…

୧୩ରେ ମାଁ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଏଥରବି ଭକ୍ତଶୂନ୍ୟ ହେବ ଯାତ୍ରା

ଜାରି ହେବ ୧୪୪ ଧାରା , ମୁତୟନ ହେବେ ୫ ପ୍ଲାଟୁନ୍ ପୁଲିସ୍ ଭବାନୀପାଟଣା : ଏବର୍ଷ ବି କରୋନା କଟକଣା ମଧ୍ୟରେ ପାଳିତ ହେବ କଳାହାଣ୍ଡିର ଆରାଧ୍ୟ ଦେବୀ ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା । ଆସନ୍ତା ଅକ୍ଟୋବର ୧୩ ତାରିଖରେ ହେବାକୁ ଥିବା ଏହି ଯାତ୍ରା ଏଥର ମଧ୍ୟ ବିନା ଭକ୍ତରେ ସଂପନ୍ନ ହେବ…