ବିଶେଷ ପ୍ରଭାବ ପକାଇ ନାହିଁ ବାତ୍ୟା ଗୁଲାବ, କୋରାପୁଟ ପଟାଙ୍ଗୀ ବ୍ଲକରେ ୧୪୫ ମିମି ବର୍ଷା

ଭୁବନେଶ୍ୱର – ବାତ୍ୟା ଗୁଲାବ ରାଜ୍ୟରେ ବିଶେଷ ପ୍ରଭାବ ପକାଇ ପାରି ନାହିଁ । କୌଣସି ସ୍ଥାନରେ ବଡ ପବନ ହୋଇନାହିଁ । ଏହି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଆଉ ଦୁଇରୁ ତିନି ଘଣ୍ଟା ମଧ୍ୟରେ ଗୁଲାବ ଓଡିଶା ଅତିକ୍ରମ କରିବେ ବୋଲି ଏସଆରସି କହିଛନ୍ତି । ବାତ୍ୟା ଏବେ ତୀବ୍ର ଅବପାତରେ…

୨୭ ସେପ୍ଟେମ୍ବର ପର୍ଯ୍ୟଟନ ଦିବସ ଅନ୍ତର୍ଜାତୀୟ ଟୁରିଜିମ୍ ଫିଲ୍ମ ଫେଷ୍ଟରେ ‘କଣ୍ଢେଇ ଯାତ୍ରା’ ପୁରସ୍କୃତ

ବ୍ରହ୍ମପୁର: ସେପ୍ଟେମ୍ବର ମାସର ୨୭ ତାରିଖକୁ ବିଶ୍ୱ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଉଛି। ପ୍ରକୃତି ନିଜ କୋଳରେ ସଜାଇ ରଖିଥିବା ଦର୍ଶନୀୟ, ଆକର୍ଷଣୀୟ ମନଲୋଭା ସ୍ଥାନକୁ ଦେଖି ଆନନ୍ଦ ଉଠାଇବା ସକାଶେ ଭ୍ରମଣ କରିବାକୁ ପ୍ରୋତ୍ସାହନ ଦେବା ପାଇଁ ପାଳିତ ହେଉଛି ଏହି ଦିବସ। ତେବେ ଏହି ଅବସରରେ…

ଭାରତ ବନ୍ଦ ଯୋଗୁଁ ଗୁରୁଗ୍ରାମ-ଦିଲ୍ଲୀ ସୀମାରେ ଲମ୍ବା ଜାମ୍

ନୂଆଦିଲ୍ଲୀ: ସୋମବାର ଦିନ ଭାରତ ବନ୍ଦ ଯୋଗୁଁ ଗୁରୁଗ୍ରାମ-ଦିଲ୍ଲୀ ସୀମାରେ ଯାନବାହାନର ଲମ୍ବା ଜାମ୍ ସୃଷ୍ଟି ହୋଇଛି। ଭାରତ ବନ୍ଦ ଦୃଷ୍ଟିରୁ ଦିଲ୍ଲୀ ପୋଲିସ ପ୍ରତ୍ୟେକ ଗାଡି ଯାଞ୍ଚ୍ କରୁଛି, ଯେଉଁଥିପାଇଁ ସୀମାରେ ଦୀର୍ଘ ସମୟ ଧରି ଜାମ୍ ସୃଷ୍ଟି ହୋଇଛି | କେନ୍ଦ୍ରର ତିନୋଟି କୃଷି ଆଇନକୁ…

ଡେବ୍ରିଗଡରେ ବୁଢିଆଣୀ ଉପରେ ସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର: ହୀରାକୁଦ ବନ୍ୟପ୍ରାଣୀ ତରଫରୁ ଡେବ୍ରୀଗଡ଼ ଅଭୟାରଣ୍ୟରେ ବୁଢ଼ିଆଣି ବା ସ୍ପାଇଡର ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ତଥା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ୨ ଦିନ ଧରି ଚାଲିବାକୁ ଥିବା ଏହି ଆଲୋଚନା ଚକ୍ରରେ ଛାତ୍ରଛାତ୍ରୀ , ପ୍ରକୃତିପ୍ରେମୀ, ବ୍ଲଗର, ବନ୍ୟପ୍ରାଣୀ ଫଟୋଗ୍ରାଫର,…

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆୟୁଷ୍ମାନ ଭାରତ ଡିଜିଟାଲ ସ୍ୱାସ୍ଥ୍ୟ ମିଶନର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମସ୍ତ ନାଗରିକଙ୍କ ସ୍ୱାସ୍ଥ୍ୟ ରେକର୍ଡ ଡିଜିଟାଲ୍ ଭାବେ ସୁରକ୍ଷିତ…

ଓଡିଶାରେ କୋରୋନାର ତୃତୀୟ ଲହର ଆଶଙ୍କା କମ୍ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଓଡିଶାରେ କୋରୋନାର ତୃତୀୟ ଲହର ଆଶଙ୍କା କମ୍ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି । ତାଙ୍କ ମତରେ ଯେଉଁ ସବୁ ରାଜ୍ୟରେ ସଂକ୍ରମଣ ବଢିଛି, ତାହା ସେମିତି ଅଧିକ ନୁହେଁ । ସେହି ଧାରାକୁ ଦେଖିଲେ, ଓଡିଶା ଭଲ ସ୍ଥିତିରେ ରହିଛି । ସମସ୍ତ ବର୍ଗର ଲୋକଙ୍କ…