ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର – ମୁଣ୍ଡଳୀରେ ହାତୀ ଉଦ୍ଧାର ଅପରେସନ ବେଳେ ପାଣିର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିବା ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କ ମୃତଦେହ ମିଳିଛି । ତାଙ୍କ ମୃତଦେହ ଧବଳେଶ୍ୱର ନିକଟବର୍ତ୍ତୀ କଖଡି ଗାଁରୁ ଉଦ୍ଧାର ହୋଇଥିବା ନେଇ ସୂଚନା ମିଳିଛି । ଏ ନେଇ ଓଡ୍ରାଫ…

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାରୀ କଳ ସଜାଗ, ୭ଟି ଜିଲ୍ଲାରେ ମୁତୟନ ହେବ ୪୨ ଓଡ୍ରାଫ,୨୪ ଏନଡିଆରଏଫ ଟିମ୍

ଭୁବନେଶ୍ୱର – ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ର ମୁକାବିଲା ସରକାରୀ କଳକୁ ସଜାଗ ରଖାଯାଇଛି । କାଲି ସଂଧ୍ୟା ବାତ୍ୟା ସୁଦ୍ଧା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ଗୋପାଳପୁର-ବିଶାଖାପାଟଣା ମଧ୍ୟରେ କଳିଙ୍ଗପଟନମରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ଗୁଲାବ୍ । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା…

କୋରାପୁଟ ଜିଲ୍ଲାର ଅର୍ଗାନିକ କଫି ଚାଷକୁ ନୀତି ଆୟୋଗର ପ୍ରଶଂସା

ନୂଆଦିଲ୍ଲୀ - କୋରାପୁଟର ଅର୍ଗାନିକ କଫି ଚାଷକୁ ପ୍ରଶଂସା କରିଛି ନୀତି ଆୟୋଗ ପ୍ରଶଂସା କରିଛି । ଭାରତର ଆଂକାକ୍ଷା ଜିଲ୍ଲା ମଧ୍ୟରେ ସାମିଲ ହୋଇଥିବା କୋରାପୁଟ ଜିଲ୍ଲାରେ କଫି ଚାଷ ଜନଜାତି ସଂପ୍ରଦାୟଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ବୋଲି ନୀତି ଆୟୋଗ ପକ୍ଷରୁ ଟ୍ୱିଟ୍ କରାଯାଇଛି ।…