ଅକ୍ଟୋବର ୨୨ରୁ ମହାରାଷ୍ଟ୍ରରେ ସିନେମା ହଲ୍, ମଲ୍ଟିପ୍ଲେକ୍ସ ଖୋଲିବ

ମୁମ୍ବାଇ: ମହାରାଷ୍ଟ୍ରରେ ସିନେମା ହଲ୍ ଏବଂ ଅଡିଟୋରିୟମ୍ ଖୋଲିବାକୁ ଅନୁମତି ଦିଆଯାଇଛି। ଅକ୍ଟୋବର ୨୨ରୁ ଥିଏଟର ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ଘୋଷଣା କରିଛନ୍ତି। ତେବେ ହଲ୍ ମାଲିକ ଓ ଦର୍ଶକଙ୍କୁ ସମସ୍ତ କରୋନା ନିୟମ ପାଳନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି |…

ଇଟାଲୀରେ ବିଶ୍ୱ ଶାନ୍ତି ସମ୍ମିଳନୀରେ ଯୋଗଦେବାକୁ ମମତାଙ୍କୁ ଅନୁମତି ଦେଲାନି କେନ୍ଦ୍ର

ନୂଆଦିଲ୍ଲୀ: ଇଟାଲୀ (ରୋମ)ରେ ହେବାକୁ ଥିବା ବିଶ୍ୱ ଶାନ୍ତି ସମ୍ମିଳନୀରେ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଂଶଗ୍ରହଣ କରିପାରିବେ ନାହିଁ। ତାଙ୍କୁ ରୋମ ଗସ୍ତ ପାଇଁ ଅନୁମତି ଦେବାକୁ ଭାରତ ସରକାର ମନା କରି ଦେଇଛନ୍ତି। ଏହା ପୂର୍ବରୁ ଦିଦିଙ୍କ ଚୀନ୍ ଯାତ୍ରାକୁ ବି ଅନୁମତି ମିଳିନଥିଲା।…

୨୮ରେ କଂଗ୍ରେସରେ ଯୋଗଦେବେ କହ୍ନେୟା କୁମାର ଓ ଜିଗ୍ନେଶ ମେବାନୀ

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୮ରେ ସିପିଆଇ ନେତା କହ୍ନେୟା କୁମାର ଏବଂ ଗୁଜରାଟର ବଡଗାମ ବିଧାନସଭା ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ବିଧାୟକ ଥିବା ଜିଗ୍ନେଶ ମେବାନୀ କଂଗ୍ରେସରେ ଯୋଗଦେବେ। ସେପ୍ଟେମ୍ବର ୨୮ ହେଉଛି ସହିଦ୍ ଭାଗବତ ସିଂଙ୍କ ଜନ୍ମ ବାର୍ଷିକୀ | ପୂର୍ବରୁ ସୂଚନା ମିଳିଥିଲା ​​ଯେ…