ୟୁପିଏସସି ପରୀକ୍ଷା ଫଳ ପ୍ରକାଶ, ଶୁଭମ କୁମାର ଟପ୍ପର, ଶ୍ରେଷ୍ଠ ୧୦୦ରେ ଓଡିଶାର ଦୁଇ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ - ୨୦୨୦ ୟୁପିଏସସି ପରୀକ୍ଷା ଫଳ ପ୍ରକାଶ ପାଇଛି । ଶୁଭମ କୁମାର ଆଇଏଏସ ଟପ୍ପର ହୋଇଛନ୍ତି । ଶ୍ରେଷ୍ଠ ୧୦୦ ଜଣଙ୍କ ମଧ୍ୟରେ ଓଡିଶାର ତିନି ଜଣ ଅଛନ୍ତି । ଜୁବିନ ମହାପାତ୍ର ୪୬ ତମ ର‌୍ୟାଙ୍କ ହାସଲ କରିଥିବା ବେଳେ ୫୨ତମ ର‌୍ୟାଙ୍କରେ ଅଛନ୍ତି ଆଶିଷ କୁମାର ସ୍ୱାଇଁ । ୪୬୪ତମ…