କୁଳକୁ ଯାଇ ନ ପାରି ମୁଣ୍ଡଳୀ ବ୍ୟାରେଜ ନିକଟରେ ଫସିଛି ହାତୀ , ଓଲଟିଲା ଓଡ୍ରାଫ ବୋଟ୍

କଟକ- ମହାନଦୀ ମଝିରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବା ପାଇଁ ଯାଇଥିବା ଓଡ୍ରାଫ ବୋଟ୍ ଓଲଟି ପଡିଛି । ହାତୀକୁ କୁଳକୁ ଘଉଡାଇବା ବେଳେ ମୁଣ୍ଡଳୀ ବ୍ୟାରେଜ ନିକଟରେ ପାଣିର ପ୍ରଖର ସ୍ରୋତ ଯୋଗୁଁ ବୋଟ୍ ଓଲଟି ପଡିଥିବା କୁହାଯାଉଛି । ସୂଚନାଯୋଗ୍ୟ ଯେ, ଦୀର୍ଘ ୮ ଘଣ୍ଟାରୁ ଅଧିକ ସମୟ ଧରି…

ବିଧାନସଭା ଉପନିର୍ବାଚନ ପାଇଁ ପିପିଲିରେ ଜମିଲାଣି ପ୍ରଚାର, ବିଜେଡି ପ୍ରତି ସମର୍ଥନ ଘୋଷଣା କଲେ କଂଗ୍ରେସ ନେତା…

ପିପିଲି - ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଜୋର୍ ଧରିଛି ପ୍ରଚାର । ବଢିଚାଲିଛି ନିର୍ବାଚନୀ ଉଷ୍ମତା । କୋରୋନା ଗାଇଡଲାଇନ ମଧ୍ୟରେ ଚାଲିଛି ପ୍ରଚାର । ଘରକୁ ଘର ବୁଲି ପ୍ରାର୍ଥୀମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ଚଳାଇଛନ୍ତି । ବିଭିନ୍ନ ଦଳର ତାରକା ପ୍ରଚାରକ ଓ…

ବନ୍ଧୁକ ବିକ୍ରି ବେଳେ ୨ ବେପାରୀଙ୍କୁ ଧରିଲା ଏସଟିଏଫ, ୯ ଦେଶୀ ବନ୍ଧୁକ ଜବତ

ଭୁବନେଶ୍ୱର – ବେଆଇନ ବନ୍ଧୁକ କାରବାର କରୁଥିବା ଦୁଇ ବେପାରୀଙ୍କୁ ଧରିଛି କ୍ରାଇମବ୍ରାଂଚ ଏସଟିଏଫ । ଢେଙ୍କାନାଳ ଭାପୁର ଛକରେ ବନ୍ଧୁକ ବିକ୍ରି ପାଇଁ ସୌଦା ହେଉଥିବା ବେଳେ ଏସଟିଏଫ ଚଢାଉ କରିଥିଲା । ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ପାଖରୁ ୯ଟି ଦେଶୀ ବନ୍ଧୁକ ଜବତ…