ବ୍ରିଟେନରେ ଦେଢ଼ ଲକ୍ଷ ଟପିଲା କୋଭିଡ୍ ମୃତ୍ୟୁସଂଖ୍ୟା, ବୁଷ୍ଟର ଡୋଜ ନେବା ଉପରେ ସରକାରଙ୍କ ଗୁରୁତ୍ୱ

ଲଣ୍ଡନ: ବ୍ରିଟେନରେ କୋଭିଡ୍ ର ଓମିକ୍ରନ୍ ଭାରିଆଣ୍ଟର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଏଥି ସହିତ କୋଭିଡ -୧୯ରେ ଏଠାରେ ବହୁ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟିଛି | ୟୁରୋପରେ କରୋନା କାରଣରୁ ବ୍ରିଟେନ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | ବ୍ରିଟେନ ସରକାରଙ୍କୁ ସୂଚନା ଦିଆଯାଇଛି ଯେ ଦେଶରେ…

ରାଜ୍ୟରେ କୋରୋନାର ଦୈନିକ ସଂକ୍ରମଣ ୪ ହଜାର ପାର୍ , ଦିନକରେ ୪୭୧୪ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ୧୬୧୯

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୪ ହଜାର ୭୧୪ କୋରୋନା ପଜିଟିଭ । ପ୍ରଥମ ଥର ପାଇଁ ତୃତୀୟ ଲହରରେ କୋରୋନାର ଦୈନିକ ସଂକ୍ରମଣ ୪ ହଜାର ପାର କରିଛି । ସଙ୍ଗରୋଧରୁ ୨ ହଜାର ୭୫୫ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୯୫୯…

ମହଙ୍ଗା ହେବ ରେଳ ଯାତ୍ରା, ଟିକେଟ୍ ଉପରେ ଲାଗିବ ଷ୍ଟେସନ୍ ବିକାଶ ଫି’

ନୂଆଦିଲ୍ଲୀ: ଆଗାମୀ ସମୟରେ ରେଳ ଯାତ୍ରା ମହଙ୍ଗା ହୋଇପାରେ । ଭାରତୀୟ ରେଳବାଇ ପୁନଃ ବିକଶିତ ଷ୍ଟେସନ ଗୁଡ଼ିକରେ ଚଢୁଥିବା ଓ ଓହ୍ଲାଇଥିବା ଯାତ୍ରୀମାନଙ୍କ ଉପରେ ୧୦ ରୁ ୫୦ ଟଙ୍କା ପର୍ଯ୍ୟନ୍ତ ଷ୍ଟେସନ୍ ବିକାଶ ଫି' ଭାବେ ଅତିରିକ୍ତ ଶୁଳ୍କ ଲଗାଇବାକୁ ଯୋଜନା କରୁଛି | ଜଣେ ଅଧିକାରୀ କହିଛନ୍ତି…

ବଦଳିବ ପାଣିପାଗର ମିଜାଜ, ୧୧ରୁ ୧୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ଶୀତ କମିବ

ଭୁବନେଶ୍ୱର- ଆଜିଠାରୁ ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ହେବ । ପଶ୍ଚିମାଝଡର ପ୍ରଭାବରେ ଆସନ୍ତା ୧୧ରୁ ୧୪ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ବାୟୁମଣ୍ଡଳରେ ଆର୍ଦ୍ରତା ବଢିବ ଓ ପାଗ କୋହଲା ରହି ବର୍ଷାହେବ । ଫଳରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ ଓ…

କରୋନା କବଳରେ ସଂସଦ ଭବନ, ୪୦୦ରୁ ଊର୍ଦ୍ଧ୍ବ କର୍ମଚାରୀ ପଜିଟିଭ୍

ନୂଆଦିଲ୍ଲୀ: ଦିଲ୍ଲୀର ସଂସଦ ଭବନ କରୋନା କବଳିତ ହୋଇଛି। ସଂସଦ ଭବନରେ ୪୦୦ ରୁ ଅଧିକ କର୍ମଚାରୀ ଏବଂ ସୁରକ୍ଷା କର୍ମୀ କରୋନା ପଜିଟିଭ୍ ଥିବା ଜଣାପଡିଛି। ଜାନୁଆରୀ ୬ ଏବଂ ୭ରେ ସଂସଦରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଇଥିଲା, ଯେଉଁଥିରେ ୪୦୦ରୁ ଅଧିକ ଲୋକଙ୍କଠାରେ…

ଚିଲିକାରେ ଡଲଫିନ ଗଣନା ଆରମ୍ଭ

ଖୋର୍ଦ୍ଧା - ଆଜି ଚିଲିକାରେ ଡଲଫିନ ଗଣନା କରାଯାଉଛି । ସାତପଡା ଓ ବାଲୁଗାଁ ରେଞ୍ଜରେ ବିରଳ ଇରାୱାଡି ଡଲଫିନ ଗଣନା ହେଉଛି । ଏହି ଦୁଇଟି ରେଞ୍ଜକୁ ୩ଟି ସେକ୍ଟରରେ ବିଭକ୍ତ କରାଯାଇଛି । ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିବା ଗଣନା ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ । ଡଲଫିନ ଗଣନାରେ ୧୮ଟି ଟିମକୁ…