ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓସିସିଏଲର ସିନିୟର ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର- ଆୟ ବହିର୍ଭୂତ ସଂପତ୍ତି ଠୁଳ କରିବା ଅଭିଯୋଗରେ ଓସିସିଏଲର ସିନିୟର ମ୍ୟାନେଜର ରଂଜନ କୁମାର ଡାଙ୍ଗଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ରଂଜନଙ୍କ ସମ୍ବଲପୁର ଚୈତନ୍ୟ ନଗର ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ଚୈତନ୍ୟ ନଗରରେ ରଞ୍ଜନଙ୍କର ଏକ ତିନି ମହଲା କୋଠା । ଚଢାଉ ବେଳେ…

ବିଜେଡିରେ ସାମିଲ ହେଲେ ଜେଏମଏମର ଦୁଇ ନେତା

ଭୁବନେଶ୍ୱର –ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା –ଜେଏମଏମର ପୂର୍ବତନ ରାଜ୍ୟ ସଭାପତି ମହେଶ ଚନ୍ଦ୍ର ହେଂବ୍ରମ ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କ ସହ ଜେଏମଏମର ପୂର୍ବତନ ରାଜ୍ୟ ଉପସଭାପତି ରାମଚନ୍ଦ୍ର ମୁର୍ମୁ ବି ବିଜେଡିରେ ଯୋଗ ଦେଇଛନ୍ତି । ଆଜି ଭୁବନେଶ୍ୱରରେ ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ…