ଆନ୍ତଃରାଜ୍ୟ ବନ୍ୟା ନିୟନ୍ତ୍ରଣ ସମନ୍ବୟ ବୈଠକ ବାତିଲ !

ଓଡ଼ିଶାର ଜନଜୀବନର ପ୍ରସଙ୍ଗକୁ ବି କେନ୍ଦ୍ରର ଅଣଦେଖା ସମ୍ବଲପୁର : ଅଧା ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କ ଧନଜୀବନର ପ୍ରଶ୍ନ ସହିତ ଯୋଡ଼ି ହୋଇ ରହିଛି ହୀରାକୁଦ ବନ୍ଧର ଜଳ ପରିଚାଳନା ପ୍ରସଙ୍ଗ । ତଥାପି ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ କେନ୍ଦ୍ର ସରକାର ଏବଂ ଛତିଶଗଡ଼ ସାଂଘାତିକ ଅବହେଳା କରି…

ଆଇପିଏଲ୍: କେକେଆର୍ ବିପକ୍ଷ ମ୍ୟାଚରେ ନୀଳ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇବ ଆରସିବି, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୨୦ ସେପ୍ଟେମ୍ବରରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷ ମ୍ୟାଚରେ ନୀଳ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇବ। ଆରସିବି ନିଜ‌ ପାରମ୍ପରିକ ନାଲି ଜର୍ସି ବଦଳରେ ଏହି ନୀଳ…

ପ୍ରବଳ ବର୍ଷା ସମ୍ଭାବନାକୁ ଦେଖି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର –ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଛତିଶଗଡ ଅଭିମୁଖେ ଗତି କରିଛି । ଏହା କ୍ରମଶଃ ଦୁର୍ବଳ ହୋଇଥିଲେ ମଧ୍ୟ ଓଡିଶାରେ ବର୍ଷା ବିପଦ ଟଳିନାହିଁ । ପ୍ରବଳ ବର୍ଷା ସମ୍ଭାବନାକୁ ଦେଖି ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବରଗଡ, ସମ୍ବଲପୁର, ଝାରସୁଗୁଡା,…

ନିଟ୍ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ, ଜୟପୁରରୁ ୯ ଜଣ ଗିରଫ

ଜୟପୁର: ନିଟ୍ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଜୟପୁର ପୋଲିସ ୯ ଜଣଙ୍କୁ ଗିରଫ କରିଛି। ରବିବାର ସାରା ଦେଶରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା | ଜୟପୁରର ଏକ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷାର ପେପର୍ ଲିକ୍ ହୋଇଥିବା ପୋଲିସ କହିଛି। ପ୍ରାୟ ୧୬ ଲକ୍ଷ ପ୍ରାର୍ଥୀ ଚଳିତ ବର୍ଷ…

ମାଟି କାନ୍ଥ ଧସି ନାବାଳିକାର ମୃତ୍ୟୁ

ଧରାକୋଟ: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ରୁଗୁମ ପଞ୍ଚାୟତ ରାମଚନ୍ଦ୍ରପୁରରେ ମାଟି ଘର ଭୁଶୁଡ଼ି ଜଣେ ନାବାଳିକାର ମୃତ୍ୟୁ ଘଟିଛି। ମଙ୍ଗଳବାର ପୂର୍ବାହ୍ଣରେ ଲିପି ନାଇକ (୬), ପ୍ରଶାନ୍ତ ନାଇକ (୭), ତୁଳସୀ ନାଇକ (୧୨) ଓ ଆଉ କିଛି ପିଲା ଏକ ଖୋଲା ସ୍ଥାନରେ ଖେଳୁଥିଲେ। ଲଗାଣ ବର୍ଷାରେ ଓଦା…