ନାଇଜରରେ କୋରୋନା, ୩୧ ଜଣ କୋରୋନା ସଂକ୍ରମିତ

ଭୁବନେଶ୍ୱର- ନାଇଜରରେ ପଶିଲା କୋରୋନା । ୩୧ ଜଣ ଛାତ୍ର କୋଭିଡ ସଂକ୍ରମିତ ହେବା ପରେ ଏକ ହଷ୍ଟେଲକୁ କଂଟେନମେଂଟ୍ ଜୋନ୍ ଘୋଷଣା କରାଯାଇଛି । ହଷ୍ଟେଲକୁ ବାହାର ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ବାରଣ କରାଯାଇଛି । ପୂରା ନାଇଜରକୁ ବିଶୋଧନ କରଛିି ଜଟଣୀ ପ୍ରଶାସନ । ସ୍ଥିତି ଉପରେ ନଜର ରଖାଯାଇଛି ବୋଲି ଜଟଣୀ ତହସିଲଦାର ତପନ ମହାପାତ୍ର ସୂଚନା ଦେଇଛନ୍ତି ।

Comments are closed.