ବ୍ରହ୍ମପୁରରେ ବସ୍ତ୍ର ଉପହାର କେନ୍ଦ୍ର: ଜାଗ୍ରତ କରାଇବ ସାମାଜିକ ସେବା ଭାବ

ବ୍ରହ୍ମପୁର: ଜନସାଧାରଣଙ୍କ ମଧ୍ୟରେ ସେବା ଭାବ ଜାଗ୍ରତ ହେବ। ସେମାନେ ନିଜର ଅବ୍ୟବହୃତ ପୋଷାକ ପ୍ରଦାନ କରିବେ। ତାହାକୁ ଡିଟର୍ଜେଣ୍ଟ୍ ବ୍ୟବହାର କରି ମେସିନରେ ସଫା କରାଯିବ। ପୁଣି ଆବଶ୍ୟକ ଷ୍ଟିଚିଂ ଓ ଆଇରନ୍ କରି ପ୍ୟାକିଂ କରାଯିବ। ଲାଗିବ ସତେ ଯେମିତି ନୂଆ କପଡ଼ା ରଖାଯାଇଛି। ସମାଜରେ ଥିବା…

ପାରା ଅଲିମ୍ପିକ୍ସ ବ୍ୟାଡମିଂଟନ ଫାଇନାଲରେ ପ୍ରମୋଦ ଭଗତ

ଟୋକିଓ- ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତ ଫାଇନାଲରେ ପ୍ରବେଶ କରିଛନ୍ତି । ଆଜି ଏସଏଲ -୩ ବଗରେ ଖେଳାଯାଇଥିବା ସେମିଫାଇନାଲରେ ଓଡିଆ ପୁଅ ଭଗତ ଜାପାନର ଦାଇସୁକେ ଫୁଜିହରାଙ୍କୁ ୨୧-୧୧,୨୧-୧୬ରେ ହରାଇଛନ୍ତି । ଫାଇନାଲରେ ସେ ଭାରତର ହିଁ ମନୋଜ ସରକାର ବା ଗ୍ରେଟ୍ ବ୍ରିଟେନର…

କାଳୀୟଦଳନ ଏକାଦଶୀ ଅବସରରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ

ଭାଦ୍ରବ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଅନୁଷ୍ଠିତ ହୋଇଯାଇଛି କାଳୀୟଦଳନ ବେଶ ଓ ଲବଣି ଖିଆ ଉତ୍ସବ । ଦ୍ଵାପର ଯୁଗରେ ଶ୍ରୀକୃଷ୍ଣ ଗୋପାଳ ବାଳକ ମାନଙ୍କ ସହିତ ଯମୁନା ନଦୀ କୂଳରେ ଖେଳୁଥିବା ସମୟରେ ତାଙ୍କର ଏକ ଗାଈ ଯମୁନାରେ ବୁଡିଯାଇଥିଲା। ସେହି ଯମୁନାରେ…

ଗୀତା ମହାତ୍ମ୍ୟ: ନିମିତ୍ତାନି ଚ ପଶ୍ୟାମି ବିପରୀତାନି କେଶବ। ନ ଚ ଶ୍ରେୟଅନୁପଶ୍ୟାମି ହତ୍ୱ ସ୍ୱଜନମାହବେ।

ଅର୍ଜୁନ କହିଲେ : ହେ କେଶବ ! ମୁଁ ଲକ୍ଷଣ ସବୁକୁ ବିପରୀତ ହିଁ ଦେଖୁଛି। ଯୁଦ୍ଧରେ ସ୍ୱଜନ ସମୁଦାୟ ଙ୍କୁ ମାରିବାରେ ମୁଁ କୌଣସି କଲ୍ୟାଣ ବି ଦେଖି ପାରୁନାହିଁ । ( ଗୀତା ୧ମ ଅ। ୩୧ଶ ଶ୍ଳୋକ )