ଜାତୀୟ ଓପନ ଆଥଲେଟିକ୍ସରେ ଭାଗ ନେବା ପାଇଁ ଓଡିଶାର ୫ ଆଥଲେଟଙ୍କ ଯୋଗ୍ୟତା ହାସଲ

ଭୁବନେଶ୍ୱର- ଓଡିଶାର ୫ ଜଣ ଆଥଲେଟ ଆସନ୍ତା ୧୫ରୁ ୱାରଙ୍ଗଲରେ ଆରମ୍ଭ ହେବାକୁ ଥିବା ୬୦ତମ ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିଅନସିପରେ ଭାଗ ନେବା ପାଇଁ ଯୋଗ୍ୟତାହାସଲ କରିଛନ୍ତି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୬୮ତମ ରାଜ୍ୟ ସିନିଅର ଆଥଲେଟିକ୍ସ ଚାମ୍ପିଅନସିପରେ ଭାଗ ନେଇ…

ଆୟକର ରିଟର୍ଣ୍ଣସ ଦାଖଲ ସମୟସୀମା ଡିସେମ୍ବର ୩୧କୁ ବୃଦ୍ଧି

ନୂଆଦିଲ୍ଲୀ : ଆୟକର ରିଟର୍ଣ୍ଣସ ଦାଖଲ କରିବାର ସମୟସୀମା ପୁଣି ଥରେ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏବେ ଏହି ସମୟସୀମା ଡିସେମ୍ବର ୩୧କୁ ବୃଦ୍ଧି କରାଯାଇଛି । ଜୁଲାଇ ମାସ ଶେଷ ସୁଦ୍ଧା ଆୟକର ରିଟର୍ଣ୍ଣସ ଦାଖଲ କରାଯାଇଥାଏ । କିନ୍ତୁ ଏ ବର୍ଷ ମେ ମାସରେ ସରକାର ସମୟସୀମା ସେପଟେମ୍ବର ୩୦…

ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ଜାରି, ୧ ଲକ୍ଷ ୬୮ ହଜାର ୫୩୭ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ

ଭୁବନେଶ୍ୱର – ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ଜାରି ହୋଇଛି । ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ୧ ଲକ୍ଷ ୬୮ ହଜାର ୫୩୭ ମନୋନୀତ ହୋଇଛନ୍ତି । ଯୁକ୍ତ ୩ କଳାରେ ୧ ଲକ୍ଷ ୪୮ ହଜାର ୩୪୯ ପିଲା ଆବେଦନ କରିଥିଲେ । ଭୂଗୋଳରେ ବିଜେବି କଲେଜର କଟ୍ ଅଫ ମାର୍କ ୯୫ ଦଶମିକ ୨୦ ପ୍ରତିଶତ…