କଟକରୁ ପୁଣି ମିଳିଲା ନକଲି, ସିମେଂଟ କାରଖାନା ସିଲ୍‌,୨ ଅଟକ

କଟକ – କଟକ ପାଲଟିଛି ନକଲି ଜିନିଷ କାରବାରର ପେଣ୍ଠସ୍ଥଳୀ । ଜଗତପୁର ଅଂଚଳରୁ ନକଲି ସିମେଂଟ୍ କାରଖାନା ଠାବ କରିଛି ପୋଲିସ । ଜଗତପୁର ପୀରବଜାରରେ ଚାଲିଥିବା ଏହି ନକଲି କାରଖାନା । ନକଲି ସିମେଂଟ୍ ପ୍ରସ୍ତୁତ କରିବା ଅଭିଯୋଗରେ ପୋଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅପମିଶ୍ରଣ ଓ…

କିଶୋରଙ୍କ ଟିକାକରଣ ଆରମ୍ଭ, ଅନ ଦି ସ୍ପଟ ପଂଜୀକରଣ କରି ବି ନେଇ ହେବ ଟିକା

ଭୁବନେଶ୍ୱର- ରାଜ୍ୟରେ କିଶୋରମାନଙ୍କ କୋଭିଡ ଟିକାକରଣ ଆରମ୍ଭ ହୋଇଛି । ଜାନୁଆରୀ ୧ ତାରିଖରୁ ପଂଜିକରଣ ଆରମ୍ଭ ହୋଇଥିଲା । ୩ ହଜାର ୧୯୩ଟି ଟିକାକରଣ କେନ୍ଦ୍ରରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକା ଦିଆଯିବ । କେବଳ କିଶୋରମାନଙ୍କ ପାଇଁ ୯୩୯ଟି ଟିକାକରଣ କେନ୍ଦ୍ର ଖୋଲାଯାଇଛି । ଅନଲାଇନ ପଂଜିକରଣ…

ଆଜିଠୁ ଦ୍ୱିତୀୟ ଟେଷ୍ଟ, ଦକ୍ଷିଣ ଆଫ୍ରିକାରେ ପ୍ରଥମ ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତ

ଜୋହାନ୍ସବର୍ଗ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ସୋମବାର ଠାରୁ ୱାଣ୍ଡରର୍ସରେ ଆରମ୍ଭ ହେଉଛି । ସେଞ୍ଚୁରିଅନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ବୃହତ ବିଜୟ ପରେ ଭାରତ ତିନି ମାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିଛି । ଭାରତ ଜୋହାନ୍ସବର୍ଗରେ ମଧ୍ୟ ଜୟଯାତ୍ରା ଜାରି ରଖି…

ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ଦୈନିକ କୋରୋନା ସଂକ୍ରମଣ ୪ ଶହରୁ ଉପରେ

ଭୁବନେଶ୍ୱର- ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ପାଇଁ ଦୈନିକ କୋରୋନା ସଂକ୍ରମଣ ୪ ଶହ ଉପରେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୪୨୪ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୨୪୬ ଓ ସ୍ଥାନୀୟ ଅଞ୍ଚଳରୁ ୧୭୮ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୪୭ ଜଣ ଶିଶୁ…

କରୋନା ଅପଡେଟ୍: ସଂକ୍ରମଣର ଊର୍ଦ୍ଧ୍ବମୁଖୀ ଧାରା ଜାରି, ଦିନକରେ ଆସିଲା ୩୩,୭୫୦ ମାମଲା, ଓମିକ୍ରନ୍ ଆକ୍ରାନ୍ତଙ୍କ…

ନୂଆଦିଲ୍ଲୀ: ଓମିକ୍ରନ୍ ଆତଙ୍କ ଏବଂ ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ମଧ୍ୟରେ ସମଗ୍ର ଦେଶରେ ପୁଣି ଥରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢୁଛି । ଜାତୀୟ ରାଜଧାନୀ ଦିଲ୍ଲୀ, ମୁମ୍ବାଇ ଓ ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି। କରୋନାର ଗତ ୨୪ ଘଣ୍ଟା…