ଉତ୍ତରପ୍ରଦେଶ ସରକାରଙ୍କ ବିଜ୍ଞାପନରେ କୋଲକାତାର ଫ୍ଲାଏଓଭର ଫଟୋ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପହସିତ

ନୂଆଦିଲ୍ଲୀ: ଇଂରାଜୀ ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସରେ ଉତ୍ତରପ୍ରଦେଶ ସରକାରଙ୍କ ପ୍ରକାଶିତ ଏକ ବିଜ୍ଞାପନକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହି ବିଜ୍ଞାପନରେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ନିଜର ବିକାଶମୂଳକ କାର୍ଯ୍ୟ ଦେଖାଇବାକୁ ଯାଇ ପଶ୍ଚିମବଙ୍ଗ ରାଜଧାନୀ କୋଲକାତାର…

ଭୂପେନ୍ଦ୍ର ପଟେଲ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ବିଜୟ ରୂପାନୀଙ୍କ ଇସ୍ତଫାର ୨୪ ଘଣ୍ଟା ମଧ୍ୟରେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି। ଭୂପେନ୍ଦ୍ର ରଜନୀକାନ୍ତ ପଟେଲଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ଏହି ନିଷ୍ପତ୍ତି ଅପ୍ରତ୍ୟାଶିତ ବୋଲି କୁହାଯାଉଛି କାରଣ ମୁଖ୍ୟମନ୍ତ୍ରୀ…

ବିଏମସିର ଟିକାକରଣ ମାଇଲଖୁଣ୍ଟ, ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସଂପୂର୍ଣ୍ଣ ଟିକାକରଣ

ଭୁବନେଶ୍ୱର – କୋଭିଡ ଟିକାକରଣରେ ଭୁବନେଶ୍ୱର ମହାନଗର ନିଗମ-ବିଏମସି ଆଉ ଏକ ମାଇଲଖୁଂଟ ଅତିକ୍ରମ କରିଛି । ଭୁବନେଶ୍ୱରରେ ୧୦ ଲକ୍ଷରୁ ଅଧିକ ଯୋଗ୍ୟ ଲୋକଙ୍କୁ ସଫଳତାର ସହ କୋଭିଡର ଦୁଇ ଡୋଜ୍ ଟିକା ଦିଆଯାଇଛି । କୋଭିଡ ମହାମାରୀ ବିରୋଧରେ ଲଢେଇରେ ସହଯୋଗ କରିଥିବାରୁ ଭୁବନେଶ୍ୱରବାସୀଙ୍କୁ…

ଲଘୁଚାପ ଘନୀଭୂତ, ଦୁଇ ଦିନ ରାଜ୍ୟରେ ଅତି ପ୍ରବଳ ବର୍ଷା ଆଶଙ୍କା, ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର- ବଙ୍ଗୋପସାଗରରେ ଲଘୁଚାପ ଆହୁରି ଘନୀଭୂତ ହୋଇଛି । ଆଗାମୀ ୧୨ ଘଣ୍ଟାରେ ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦୁଇ ଦିନ ଧରି ରାଜ୍ୟରେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ୭ଟି ଜିଲ୍ଲାକୁ ଜାରି କରାଯାଇଛି ରେଡ୍ ୱାର୍ଣ୍ଣିଂ । ସେହି ଜିଲ୍ଲାଗୁଡିକ ହେଲା -…