ସୁନ୍ଦରଗଡ ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ ହେଲ୍‌ଥ କାର୍ଡ ବଂଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର…

ଭୁବନେଶ୍ୱର- ସୁନ୍ଦରଗଡ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲାରେ ଏଥିପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏଥିସହ ଜିଲ୍ଲାର ୬ ଶହ କୋଟି ଟଙ୍କା ବିଶିଷ୍ଟ…

କଂଗ୍ରେସରେ ଯୋଗ ଦେଇପାରନ୍ତି କହ୍ନେୟା କୁମାର

ନୂଆଦିଲ୍ଲୀ: ନିର୍ବାଚନ ​​ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ କଂଗ୍ରେସରେ ଯୋଗଦେବା ନେଇ ଚାଲିଥିବା ଆଲୋଚନା ମଧ୍ୟରେ କହ୍ନେୟା କୁମାରଙ୍କ ବିଷୟରେ ଚର୍ଚ୍ଚା ଜୋର୍ ଧରିଛି। ଯଦି ସୂତ୍ରକୁ ବିଶ୍ବାସ କରାଯାଏ, ତେବେ କହ୍ନେୟା କୁମାର ଦୁଇ ଜଣ କଂଗ୍ରେସ ନେତାଙ୍କ ମାଧ୍ୟମରେ ରାହୁଲ ଗାନ୍ଧୀଙ୍କ ସହ କଥା…

ନିଜେ ହିଁ ନିଜର ଅପହରଣ ନାଟକ ରଚିଥିଲା ସ୍ୱିଗି ଡେଲିଭରି ବୟ, ରାଜ୍ୟବାହାରୁ ମିଳିଳା ସନ୍ଧାନ

ଭୁବନେଶ୍ୱର – ରାଜଧାନୀର ଧଉଳି ନିକଟରୁ ନିଖୋଜ ହୋଇଥିବା ସ୍ୱିଗି ଡେଲିଭରି ବୟର ସନ୍ଧାନ ମିଳିବା ସହ ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ଡେଲିଭରି ବୟ ପତିତପାବନ ପୃଷ୍ଟି ଅପହୃତ ହୋଇ ନ ଥିଲା,ବରଂ ନିଜେ ହିଁ ନିଜର ଅପହରଣର ନାଟକ ରଚିଥିଲା । ପ୍ରେମ ପାଇଁ ସେ ରଚିଥିଲା ଅପହରଣ ନାଟକ । ସେ ଟ୍ରେନ ଯୋଗେ…

ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ନିଜ ଦଳ ଉପରେ ଗଡକରୀଙ୍କ କଟାକ୍ଷ, କହିଲେ ନେତା କେବେ ରହିବେ କେବେ ଯିବେ ଜାଣିପାରୁ…

ଜୟପୁର: ଗତ କିଛି ମାସ ମଧ୍ୟରେ ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବଦଳାଇବା ନେଇ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ନିଜ ଦଳ ଉପରେ ହିଁ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ସେମାନେ ଚିନ୍ତିତ । କାରଣ ସେମାନେ କେତେ ଦିନ…