‘ଆଉଟଲୁକ୍’ ମୁଖ୍ୟ ସମ୍ପାଦକ ରୁବେନ ବାନାର୍ଜୀ ହଟିଲେ

ନୂଆଦିଲ୍ଲୀ: ଇଂରାଜୀ ପତ୍ରିକା 'ଆଉଟଲୁକ୍' ନିଜ ମୁଖ୍ୟ ସମ୍ପାଦକ ରୁବେନ ବାନାର୍ଜୀଙ୍କ ସହ ସମ୍ପର୍କ ଛିନ୍ନ କରିଛି । ପ୍ରାୟ ମାସେ କାଳ ଛୁଟିରେ ଥିବା ରୁବେନ ବାନାର୍ଜୀଙ୍କୁ ହଟାଇ ଦିଆଯାଇଥିବା ଜଣାପଡିଛି । ବିଶୃଙ୍ଖଳା ଓ କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କୁ ବରଖାସ୍ତ କରାଯାଇଛି ‌।ଏନେଇ…

ଗଞ୍ଜାମ ଜିଲ୍ଲାର ୭ ଜଣ ଦିଂବଗତ ସାମ୍ବାଦିକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ

ଛତ୍ରପୁର – ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ କୋରୋନା ବେଳେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲାର ୭ ଜଣ ସାମ୍ବାଦିକଙ୍କ ପରିବାରକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି ଅର୍ଥ ରାଶି ଦିବଂଗତ ସାମ୍ବାଦିକଙ୍କ…

ହୀରାକୁଦରୁ ୧୮ ଗେଟ୍ ଦେଇ ଜଳ ନିଷ୍କାସନ

ଜଳଭଣ୍ଡାରକୁ ପଶୁଛି ପ୍ରାୟ ୩ ଲକ୍ଷ୍ୟ କ୍ୟୁସେକ ସମ୍ବଲପୁର; ହୀରାକୁଦକୁ ଜଳପ୍ରବେଶର ମାତ୍ରା ବଢିବାରେ ଲାଗିଛି | ବର୍ତ୍ତମାନ ୨ଲକ୍ଷ୍ୟ ୯୨ ହଜାରରୁ ଅଧିକ କ୍ୟୁସେକ ପାଣି ପ୍ରବେଶ କରୁଛି । ଫଳରେ କର୍ତ୍ତୃପକ୍ଷ୍ୟ ଆଉ ୬ଟି ଗେଟ୍ ଖୋଲିଛନ୍ତି | ମୋଟ୍ ୧୮ ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି |…

ଟେଲିକମ୍ କ୍ଷେତ୍ର ପାଇଁ ରିଲିଫ୍ ପ୍ୟାକେଜ୍: ୧୦୦ ପ୍ରତିଶତ ଏଫଡିଆଇକୁ ମଞ୍ଜୁରି, ବକେୟା ଏଜିଆର୍ ଆଦାୟ ଉପରେ ଚାରିବର୍ଷ…

ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଟେଲିକମ୍ କ୍ଷେତ୍ର ପାଇଁ ବଡ଼ ରିଲିଫ ପ୍ୟାକେଜ ଘୋଷଣା କରାଯାଇଛି। ଟେଲିକମ୍ କ୍ଷେତ୍ର ପାଇଁ ଏକ ବଡ଼ ଆଶ୍ବସ୍ତି କ୍ରମେ କେନ୍ଦ୍ର ସରକାର ବକେୟା ଏଜିଆର୍ ଆଦାୟକୁ ୪ ବର୍ଷ ପାଇଁ ସ୍ଥଗିତ ରଖିଛନ୍ତି । ଆଡଜଷ୍ଟେଡ୍ ଗ୍ରସ୍ ରେଭେନ୍ୟୁ…

ପୁରୀ ଜିଲ୍ଲାର ୨୬ଟି ଗାଁରେ ବନ୍ୟା ପରିସ୍ଥିତି

ପୁରୀ - ପୁରୀ ଜିଲ୍ଲାର ୨୬ଟି ଗାଁରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଜିଲ୍ଲା ପ୍ରଶାସନ କହିଛି । ହଜାର ହଜାର ହେକ୍ଟର ଜମିରେ ଉଦ୍ୟାନ କୃଷି ପ୍ରଭାବିତ ହୋଇଛି । ସପ୍ତାହକ ମଧ୍ୟରେ କୃଷି ଓ ରାଜସ୍ୱ ବିଭାଗ କ୍ଷତି ଆକଳନ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା…

ଗୌତମ ଦାସ ଜେଇଇ ମେନ ୨୦୨୧ର ଓଡିଶା ଟପ୍ପର 

ଭୁବନେଶ୍ୱର-ଏନଟିଏ ଦ୍ୱାରା ପରିଚାଳିତ ଜେଇଇ ମେନ୍ ୨୦୨୧ରେ ଗୌତମ ଦାସ ଓଡିଶା ଟପ୍ପର ହୋଇଛନ୍ତି । ବାଲେଶ୍ୱରର ବାସିନ୍ଦା ଗୌତମ ଭୁବନେଶ୍ୱରର ସାଇ ଇଂଟରନ୍ୟାସନାଲ ସ୍କୁଲରେ ପଢୁଥିଲେ । ତାନ୍ୟା ଦୀକ୍ଷିତ ମହିଳାଙ୍କ ଶ୍ରେଣୀରେ ଓଡିଶା ଟପ୍ପର ହୋଇଛନ୍ତି । ସେ ୯୯ ଦଶମିକ ୮ ପ୍ରତିଶତ ମାର୍କ…

ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା, ଲଗାଣ ବର୍ଷା ଯୋଗୁଁ ୨୧ଟି ଜିଲ୍ଲାର ୧୨୬ ବ୍ଲକ ପ୍ରଭାବିତ : ଏସଆରସି

ଭୁବନେଶ୍ୱର – ମହାନଦୀର ତଳମୁଣ୍ଡରେ ସ୍ୱଳ୍ପରୁ ମଧ୍ୟମ ଧରଣର ବନ୍ୟା ଆସିବ । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ହୀରକୁଦରେ ବଢୁଛି ଜଳସ୍ତର । ଆଜି ସକାଳେ ହୀରାକୁଦରେ ଏ ଯାଏଁ ମୋଟ ୧୮ଟି ଗେଟ୍ ଖୋଲାଯାଇ ବନ୍ୟାପାଣି ନିଷ୍କାସିତ…