ଭୟଙ୍କର ରୂପ ଧରିଲାଣି ମହାନଦୀ, ହୀରାକୁଦର ୨୮ ଗେଟ୍ ଖୋଲିଲା

ସମ୍ବଲପୁର: ମହାନଦୀ କରାଳ ରୂପ ଧାରଣ କରିଛି | ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଜି ମଧ୍ୟାହ୍ନରେ ହୀରାକୁଦକୁ ୫ ଲକ୍ଷ୍ଯ ୨୦ ହଜାର କ୍ୟୁସେକ ପାଣି ଆସୁଛି | ଫଳରେ ସ୍ଥିତିକୁ ଦେଖି ବନ୍ଧ କର୍ତ୍ତୁପଖ୍ୟ ୨୮ଟି ଗେଟରେ ଜଳ ନିଷ୍କାସନ କରୁଛନ୍ତି | ଉପରମୁଣ୍ତରେ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାର…

ରେଲୱେ ଟ୍ରାକ୍‌ରୁ ମିଳିଲା ନାବାଳିକା ଦୁଷ୍ମର୍ମ ଓ ହତ୍ୟା ଅଭିଯୁକ୍ତର ମୃତଦେହ, ଏନକାଉଣ୍ଟର କରିବାକୁ ଧମକ ଦେଇଥିଲେ…

ହାଇଦ୍ରାବାଦ: ଏକ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଯୁବକର ମୃତଦେହ ଏକ ରେଳୱେ ଟ୍ରାକରୁ ମିଳିଛି । ଉକ୍ତ ଜଘନ୍ୟ ଘଟଣା ପରଠୁ ଅଭିଯୁକ୍ତ ଫେରାର ଥିଲା । ତେଲେଙ୍ଗାନା ପୋଲିସ୍ ତା’ ସମ୍ପର୍କରେ ସୂଚନା ଦେବା ପାଇଁ ୧୦ ଲକ୍ଷ ପୁରସ୍କାର ଘୋଷଣା…

ପିପିଲିରେ ଏଥର ଅଧିକ ବ୍ୟବଧାନରେ ବିଜୟ ପାଇଁ ବିଜେଡିର ଦୃଢୋକ୍ତି

ପିପିଲି- ପିପିଲି ଉପନିର୍ବାଚନ ପାଇଁ ରାଜନୈତିକ ଗତିବିଧି ଜୋର୍ ଧରିଛି । ୨୦ ତାରିଖରେ ସବୁ ଦଳ ଆରମ୍ଭ କରିବେ ପ୍ରଚାର । ଗତକାଲି ବିଜେଡି ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇବା ପରେ ଆଜି ଶ୍ରମ ମନ୍ତ୍ରୀ ସୁଶାନ୍ତଙ୍କ ସିଂଙ୍କ ବାସଭବନରେ ଉପନିର୍ବାଚନ ନେଇ ଏକ ବୈଠକ ବସିଥିଲା । ବୈଠକରେ…