ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ୍ ଚନ୍ନି, ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଲେନି କ୍ୟାପଟେନ୍

ଚଣ୍ଡିଗଡ଼: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂ ଚନ୍ନି ଶପଥ ନେଇଛନ୍ତି। ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ସୁଖଜିନ୍ଦର ସିଂ ରାନ୍ଧୱା ଏବଂ ଓପି ସୋନି ମଧ୍ୟ ଶପଥ ନେଇଛନ୍ତି। ପଞ୍ଜାବରେ ପ୍ରଥମ ଥର ପାଇଁ ଦୁଇ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ଆଜି ପୂର୍ବାହ୍ନ ୧୧ଟାରେ ଏହି…

ଚାଲିଗଲେ ଦରଦୀ ଶ୍ରମିକ ନେତା ଦୁର୍ଗାପ୍ରସାଦ

ସମ୍ବଲପୁର: ସମ୍ବଲପୁରର ଚଳନ୍ତି ଇତିହାସ ବୋଲି କୁହାଯାଉଥିବା ମହାନ ବ୍ଯକ୍ତିତ୍ବର ଅଧିକାରୀ ପ୍ର. ଦୁର୍ଗା ପ୍ରସାଦ ନାୟକଙ୍କ ଗତକାଲି ସନ୍ଧ୍ଯା ୭ଟାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହେଇଥିଲା। ୧୯୨୪ ଅକ୍ଟୋବର ୧ ତାରିଖ ଦୁର୍ଗାଷ୍ଟମୀରେ ସମ୍ବଲପୁର ପଟ୍ଟନାୟକପଡା ଭଡା…

ପୁରୁଷୋତ୍ତମପୁରରେ ଭସାଣି ବେଳେ ଯୁବକଙ୍କୁ ବିଭତ୍ସ ହତ୍ୟା

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇ ଗ୍ରାମ କୋଠ ଘରେ ରବିବାର ମଧ୍ୟରାତ୍ରରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଗାଁରେ ଶ୍ରୀଗଣେଶ ପୂଜା ଭସାଣି ଚାଲିଥିବା ବେଳେ ଡିଜେ ପଟୁଆର ସୁଯୋଗରେ ଦୁର୍ବୁତ୍ତମାନେ ବିନାୟକ ପ୍ରଧାନ ନାମକ ଯୁବକଙ୍କୁ ସଂଘବଦ୍ଧ…