ମୋଦି-ବାଇଡେନ୍ ସାକ୍ଷାତ ପରେ ମିଳିତ ବିବୃତିରେ ଆତଙ୍କବାଦ ନେଇ ପାକିସ୍ତାନକୁ ଚେତାବନୀ ଦେଲେ ଭାରତ-ଆମେରିକା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର କ୍ଷମତା ଦଖଲ ମଧ୍ୟରେ ଭାରତ ଏବଂ ଆମେରିକା ପାକିସ୍ତାନକୁ ପୁଣି ଥରେ ପରୋକ୍ଷରେ ଏକ କଡ଼ା ବାର୍ତ୍ତା ଦେଇଛନ୍ତି । ଶୁକ୍ରବାର ହ୍ବାଇଟ୍ ହାଉସରେ ଜୋ ବାଇଡେନ ଓ ମୋଦିଙ୍କ ମଧ୍ୟରେ ସାକ୍ଷାତ ପରେ ଭାରତ ଏବଂ ଆମେରିକା ମିଳିତ ବିବୃତ୍ତି ଜାରି କରି କହିଛନ୍ତି…

ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସଜାଗ, ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ

ବ୍ରହ୍ମପୁର – ସମ୍ଭାବ୍ୟ ବାତ୍ୟା ଗୁଲାବର ମୁକାବିଲା ପାଇଁ ସଜାଗ ଗଞ୍ଜାମ ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଏକ ଜରୁରୀକାଳୀନ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଇଛି ଜିଲ୍ଲା ପ୍ରଶାସନ । ସମୁଦ୍ର ଓ…

ଗଭୀର ଅବପାତର ରୂପ ନେଲା ଅବପାତ, ୧୨ ଘଣ୍ଟାରେ ବାତ୍ୟାରେ ପରିଣତ ସମ୍ଭାବନା,୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଗଭୀର ଅବପାତର ରୂପ ନେଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେଇପାରେ । ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । କନ୍ଧମାଳ, ଗଞ୍ଜାମ, ରାୟଗଡା, ମାଲକାନଗିରି,କୋରାପୁଟ, ନବରଙ୍ଗପୁର ଓ ଗଜପତି ଜିଲ୍ଲାରେ…

ଅକ୍ଟୋବର ୭ରୁ ମହାରାଷ୍ଟ୍ରରେ ଖୋଲିବ ସବୁ ଧାର୍ମିକ ସ୍ଥଳ

ମୁମ୍ୱାଇ: କରୋନା ପ୍ରୋଟୋକଲ ସହ ଅକ୍ଟୋବର ୭ରୁ ରାଜ୍ୟର ସମସ୍ତ ଧାର୍ମିକ ସ୍ଥଳ ଖୋଲାଯିବ ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ମହାମାରୀର ଦ୍ୱିତୀୟ ଲହରୀ ଦୁର୍ବଳ ପଡ଼ିଥିବାରୁ ଏହି ପଦକ୍ଷେପ ନିଆଯାଇଛି | ଏହା ଘୋଷଣା କରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ କୋଭିଡ -୧୯…

ଧବଳେଶ୍ୱରରୁ ମିଳିଥିବା ମୃତଦେହ ଓଡ୍ରାଫ କର୍ମଚାରୀଙ୍କ ନୁହେଁ : ଏସଆରସି

ଭୁବନେଶ୍ୱର – ଗତକାଲି ହାତୀ ଉଦ୍ଧାର ଅପରସେନ ବେଳେ ନିଖୋଜ ହୋଇଯାଇଥିବା ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କୁ ଏ ଯାଏଁ ଠାବ କରାଯାଇପାରି ନାହିଁ । ଧବଳେଶ୍ୱରଠାରେ ମିଳିଥିବା ମୃତଦେହ ସୀତାରାମଙ୍କର ନୁହେଁ ବୋଲି ସ୍ପଷ୍ଟୀକରଣ ଦିଆଯାଇଛି । ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଏସଆରସି…

ରାଜ୍ୟରେ ପୁଣି ଦୈନିକ କୋରୋନା ସଂକ୍ରମଣ ୬ ଶହରୁ ଅଧିକ ୬୦୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୭୯ ଶିଶୁ-କିଶୋର

ଭୁବନେଶ୍ୱର – ରାଜ୍ୟରେ ପୁଣି ୬ ଶହ ଉପରେ ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୬୦୨ କୋରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ଅଛନ୍ତି ୭୯ ଶିଶୁ ଓ କିଶୋର । ସଙ୍ଗରୋଧରୁ ୩୫୩ ଓ ସ୍ଥାନୀୟ ଅଞ୍ଚଳରୁ ୨୪୯ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୨୬୬ ଓ କଟକରୁ ୭୪…