ଓଡିଶା ନଭେମ୍ବରରେ ଆୟୋଜନ କରିବ ଜୁନିଅର ବିଶ୍ୱକପ୍ ହକି, ମୁଖ୍ୟମନ୍ତ୍ରୀ କଲେ ଘୋଷଣା, ଟ୍ରଫି ଓ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର – ଓଡିଶା ଆୟୋଜନ କରିବ ଆଉ ଏକ ପ୍ରମୁଖ ଆନ୍ତର୍ଜାତିକ ହକି ପ୍ରତିଯୋଗିତା । ଜୁନିଅର ବିଶ୍ୱକପ୍ ହକି ପ୍ରତିଯୋଗିତା ଓଡିଶାରେ ଆୟୋଜନ ହେବ । ଜାତୀୟ ହକିର ମୁଖ୍ୟ ପୃଷ୍ଠପୋଷକ ସାଜିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୫…