ଅକ୍ଟୋବର ପହିଲାରୁ ଅସନ୍ତୁଷ୍ଟ ଯୁକ୍ତ ଦୁଇ ପିଲାଙ୍କ ପାଇଁ ଅଫ୍ଲାଇନ ପରୀକ୍ଷା
ଭୁବନେଶ୍ୱର- ଫଳାଫଳରେ ଅସନ୍ତୁଷ୍ଟ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଅଫଲାଇନ ପରୀକ୍ଷା ଆସନ୍ତାମାସ ୧ ତାରିଖରୁ ୧୧ ତାରିଖ ଯାଏଁ ହେବ । ରବିବାର ମଧ୍ୟ ପରୀକ୍ଷା ହେବ । ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ୧୩ ହଜାର ୪୩ ଜଣ ପିଲା ଏହି ପରୀକ୍ଷା ପାଇଁ ଆବେଦନ କରିଛନ୍ତି । କୋରୋନା ଗାଇଡଲାଇନ ମଧ୍ୟରେ…