ଏଥର ବି ବାଣ ଫୁଟାଇ ପାରିବେ ନାହିଁ ଦିଲ୍ଲୀବାସୀ, ଲାଗିଲା କଟକଣା

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏଥର ମଧ୍ୟ ଜାତୀୟ ରାଜଧାନୀରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି । କ୍ରମାଗତ ଦ୍ୱିତୀୟ ବର୍ଷ ଧରି ଦିଲ୍ଲୀରେ ବାଣଫୁଟା ନିଷିଦ୍ଧ ହୋଇଛି । ଗତବର୍ଷ ବାୟୁ ପ୍ରଦୂଷଣ ସହ କରୋନା ସଙ୍କଟ କାରଣରୁ ଅରବିନ୍ଦ…

ଭାରତରେ ସ୍ପୁଟନିକ୍ ଲାଇଟ୍‌ର ତୃତୀୟ ପର୍ଯ୍ୟାୟ ଟ୍ରାଏଲକୁ ଅନୁମତି

ନୂଆଦିଲ୍ଲୀ: ରୁଷ୍‌ର ସିଙ୍ଗଲ୍ ଡୋଜ୍ କରୋନା ଟିକା ସ୍ପୁଟନିକ୍ ଲାଇଟ୍‌କୁ ଭାରତରେ ଟ୍ରାଏଲ୍ ପାଇଁ ଅନୁମତି ମିଳିଛି । ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ ଏହି ରୁଷୀୟ ଟିକାକୁ ଟ୍ରାଏଲ୍ ପାଇଁ ସବୁଜ ସଙ୍କେତ ଦେଇଛନ୍ତି । ସ୍ପୁଟନିକ୍ ଲାଇଟ୍ ଏକ ସିଙ୍ଗଲ୍ ଡୋଜ୍ କରୋନା ଟିକା । ଭାରତରେ ଏହି ଟିକାର…