ମହାନଦୀରେ ରାଜ୍ୟର ଦୀର୍ଘତମ ସେତୁର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କଟକ – ମହାନଦୀରେ ରାଜ୍ୟର ଦୀର୍ଘତମ ସେତୁର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋପୀନାଥପୁର- ବୈଦେଶ୍ୱର ସେତୁ , ଯାହା ‘ଟି’ ସେତୁ ନାମରେ ବି ପରିଚତ୧୩୨ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏହି ସେତୁର ଲମ୍ବ ତିନି କିଲୋମିଟରରୁ ଅଧିକ ରହିଛି । ୨୦୧୪ ମସିହା…