ଟ୍ରେନ୍ ଭିତରେ ଅନ୍ତଃବସ୍ତ୍ର ପିନ୍ଧି ବୁଲିଲେ ବିଧାୟକ, ବିରୋଧ କରିବାରୁ ସହଯାତ୍ରୀଙ୍କୁ‌ ଧମକାଇଲେ

ନୂଆଦିଲ୍ଲୀ: ଟ୍ରେନ ଭିତରେ ଅନ୍ତଃବସ୍ତ୍ର ଓ‌ ଗଞ୍ଜୀ ପିନ୍ଧି ବୁଲୁଥିବା ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳଙ୍କ ଫଟୋ ଭାଇରାଲ ହେବା ପରେ ବିବାଦ ସୃଷ୍ଟି ହୋଇଛି। ଏହି ବିବାଦ ନେଇ ବିଧାୟକ ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ଟ୍ରେନରେ ଚଢ଼ିବା ମାତ୍ରେ କିଛି ଦୂର ଯିବା ପରେ ମୋ ପେଟ ଖରାପ…

ଅବନୀ ଲେଖାରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର – ଟୋକିଓ ପାରା ଅଲିମ୍ପିକ୍ସ ସୁଟିଂରେ ନିଜର ଦ୍ୱିତୀୟ ବ୍ୟକ୍ତିଗତ ପଦକ ଜିତିଥିବା ଅବନୀ ଲେଖାରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅବନୀ ଲେଖାରା ପାରା ଅଲିମ୍ପିକ୍ସରେ ଦୁଇଟି ପଦକ ଜିତି ଭାରତ ପାଇଁ ଐତିହାସିକ ସଫଳତା ହାସଲ କରିଛନ୍ତି । ଏଥିପାଇଁ ଦେଶ…

ବିଧାନସଭା ଅଚଳାବସ୍ଥା ପାଇଁ ବିରୋଧୀଙ୍କୁ ଦାୟୀ କଲେ ପ୍ରମିଳା ମଲ୍ଲିକ, କହିଲେ ବିରୋଧୀଙ୍କ ମଧ୍ୟରେ ବାଗୁଡି ଖେଳ ଚାଲିଛି

ଭୁବନେଶ୍ୱର- ବିଧାନସଭା ମୁଲତବୀ ପ୍ରସଙ୍ଗରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିରୋଧୀ ଦଳଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ, ବିରୋଧୀଙ୍କ ମଧ୍ୟରେ ବାଗୁଡି ଖେଳ ଚାଲୁଛି । ସେମାନେ ଆଲୋଚନା କରି ପ୍ରସଙ୍ଗ ଆଣିବା କଥା । ନିର୍ଦ୍ଦିଷ୍ଟ ଭାବେ କିଛି କଥା ନ କହି ଲୋକଙ୍କ କାମରେ…

କାଶ୍ମୀର ମୁସଲମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାର ଅଧିକାର ଆମର ଅଛି: ତାଲିବାନ ମୁଖପାତ୍ର

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନ କାଶ୍ମୀର ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛି। ବିବିସି ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ତାଲିବାନ ମୁଖପାତ୍ର ସୁହେଲ ଶାହିନ କହିଛନ୍ତି ଯେ କାଶ୍ମୀରର ମୁସଲମାନମାନଙ୍କ ପାଇଁ ମଧ୍ୟ ସ୍ୱର ଉତ୍ତୋଳନ କରିବାର ଆମର ଅଧିକାର ଅଛି।…

ଓଟିଡିସିର ଖାଣ୍ଟି ଓଡିଆ ଖାଦ୍ୟ ରେଷ୍ଟୁରାଂଟ ଆଜି ହେବ ଲୋକାର୍ପିତ

ଭୁବନେଶ୍ୱର- ଓଡିଆ ଖାଦ୍ୟର ପ୍ରସାର ପାଇଁ ଓଟିଡିସିର ନୂଆ ପ୍ରୟାସ । ଓଡିଆ ପାରମ୍ପରିକ ଖାଦ୍ୟର ଲୋକପ୍ରିୟତା ବୃଦ୍ଧି ସହ ସୁବିଧାରେ ଏହାକୁ ଉପଲବ୍ଧ କରାଇବା ପାଇଁ ଓଟିଡିସି ପକ୍ଷରୁ ନିମନ୍ତ୍ରଣ-ଖାଣ୍ଟି ଓଡିଆ ଖାଦ୍ୟ ରେଷ୍ଟୁରାଂଟ୍ ଆରମ୍ଭ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା…