ରାଜ୍ୟରେ ଆଗକୁ ଶୀତ ଆହୁରି ବଢିବ, ରାତିର ତାପମାତ୍ରା କମିବ
ଭୁବନେଶ୍ୱର- ରାଜ୍ୟରେ ଗତ ଦୁଇ ତିନି ଧରି ପ୍ରବଳ ଶୀତ ଅନୁଭୂତ ହେଉଛି । ଅନେକ ସହରରେ ରାତିର ତାପମାତ୍ରା ହ୍ରାସ ପାଇଛି । ଆଗକୁ ମଧ୍ୟ ରାଜ୍ୟରେ ଆହୁରି ଶୀତ ବଢିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ…