ଅଗଷ୍ଟ ୨୮ ସୁଦ୍ଧା ୨୩ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ୧୪ ଜିଲ୍ଲାର ୪୭ଟି ବ୍ଲକରେ ଚାଷକାମ ଗୁରୁତର ପ୍ରଭାବିତ : କୃଷି…

ଭୁବନେଶ୍ୱର- ଗତ ୨୦ ବର୍ଷ ମଧ୍ୟରେ ୮ ଥର ରାଜ୍ୟରେ ମରୁଡି ହୋଇଛି । ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏ ବର୍ଷ ଅଗଷ୍ଟ ୨୮ ତାରିଖ ସୁଦ୍ଧା ୨୩ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । କମ୍ ବର୍ଷା ହୋଇଥିବାରୁ ୧୪ଟି ଜିଲ୍ଲାର ୪୭ଟି…

ମହାତ୍ମା ଗାନ୍ଧୀ ଓ‌ ନେହେରୁଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗ, ଅଭିନେତ୍ରୀ ପାୟଲ ରୋହତଗିଙ୍କ ବିରୋଧରେ ମାମଲା

ମୁମ୍ବାଇ: ମହାତ୍ମା ଗାନ୍ଧୀ ଓ ଜବାହରଲାଲ ନେହେରୁଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଅଭିନେତ୍ରୀ ପାୟଲ ରୋହତଗିଙ୍କ ବିରୋଧରେ ପୁଣେରେ ଏକ ମାମଲା ରୁଜୁ ହୋଇଛି। ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡିଓରେ ସେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଏବଂ ରାଜୀବ…

ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ, କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ

ଭୁବନେଶ୍ୱର- ଦିବଂଗତ ନେତା ଓ କୋଭିଡ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ସହ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହା ପରେ ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଦିବଂଗତଙ୍କ ସ୍ମୃଚିଚାରଣ କରିଥିଲେ । ଗୃହ କାର୍ଯ୍ୟ ଆରମ୍ଭରୁ…

ଭାରତରେ ୩୦ ଲକ୍ଷରୁ ଉର୍ଦ୍ଧ୍ଵ ଆକାଉଣ୍ଟ୍ ବ୍ୟାନ୍ କଲା ହ୍ବାଟସଆପ୍

ନୂଆଦିଲ୍ଲୀ: ଭାରତରେ ପ୍ରାୟ ୫୫ କୋଟି ଲୋକ ହ୍ବାଟସଆପ୍ ବ୍ୟବହାର କରନ୍ତି। ଅନ୍ୟ ସୋସିଆଲ ମିଡ଼ିଆ କମ୍ପାନୀଗୁଡିକ ପରି ହ୍ବାଟସଆପ୍ ମଧ୍ୟ ଭାରତ ସରକାରଙ୍କ ନୂଆ ଆଇଟି ନିୟମ ପରିସରଭୁକ୍ତ ହୋଇଛି। ଏହି ନିୟମ ଅନୁଯାୟୀ ସମସ୍ତ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ପ୍ରତି ମାସରେ ୟୁଜର ସେଫ୍ଟି…