ଲାଞ୍ଚ ନେବାବେଳେ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଧରିଲା ଭିଜିଲାନ୍ସ

ନୂଆପଡା – ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଖଡିଆଳ ବ୍ଲକ୍ ବାଦୀ ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସୁଜନ କୁମାର ସାହୁ । ସର୍ଭିସ ବୁକ୍ ଅପଡେଟ କରିବା ପାଇଁ ନିଜ ସ୍କୁଲର ସହକାରୀ ଶିକ୍ଷକ ରାମକୃଷ୍ଣ ପ୍ରଧାନଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ସ୍କୁଲ ଅଧ୍ୟକ୍ଷ ।…

ରାଧାମୋହନ ଗଡନାୟକଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସାହିତ୍ୟିକ ରାଧାମୋହନ ଗଡନାୟକଙ୍କ ଜୟନ୍ତୀ ଆଜି ପାଳନ କରାଯାଉଛି । ଏହି ଉପଲକ୍ଷେ ଓଡିଶାର ଅନ୍ୟତମ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଧୁନିକ ଓଡିଆ କାବ୍ୟ ସାହିତ୍ୟ ଇତିହାସରେ ଛନ୍ଦ କବିତାର ସାର୍ଥକ…

ହୁ’ର ମୁଖ୍ୟ ବୈଜ୍ଞାନିକଙ୍କ ଆକଳନ, ଭାରତରେ କରୋନା ରହିବ; ଶୀଘ୍ର ମିଳିବନି ମୁକ୍ତି

ନୂଆଦିଲ୍ଲୀ: ଭାରତରେ କରୋନା ସ୍ଥିତି ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମୁଖ୍ୟ ବୈଜ୍ଞାନିକ ଡ.ସୌମ୍ୟା ସ୍ୱାମୀନାଥନ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, କୋଭିଡ୍‌-୧୯ ଭାରତରେ ଏକପ୍ରକାର ଏଣ୍ଡେମିକ୍ ପର୍ଯ୍ୟାୟରେ ପହଞ୍ଚିଛି । ଭାରତରୁ ଏହି ରୋଗ ନିକଟ ଭବିଷ୍ୟତରେ ଯିବାର ସମ୍ଭାବନା…