ରାଜ୍ୟରେ ଆଉ ୬୯ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କୋରୋନାରେ ଆଉ ୬୯ ଜଣଙ୍କ ମୃଚ୍ୟୁ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସଂଗୃହୀତ ତଥ୍ୟ ଅନୁସାରେ କଟକ ଜିଲ୍ଲାରୁ ସର୍ବାଧିକ ୨୫, ଜଗତସିଂହପୁରରୁ ୨୧, ଢେଙ୍କାନାଳରୁ ୯ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାରୁ ୩…

ଆଜିଠୁ ତୃତୀୟ ଟେଷ୍ଟ: ସିରିଜ୍ ଅଗ୍ରଣୀ ବଢ଼ାଇବା ଲକ୍ଷ୍ୟରେ ଭାରତ

ଲିଡ୍ସ,: ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ବୁଧବାର ଠାରୁ ଆରମ୍ଭ ହେଉଛି । ଲର୍ଡ୍ସ ଟେଷ୍ଟରେ ରୋମାଞ୍ଚକ ବିଜୟ ପରେ ଉତ୍ସାହିତ ଥିବା ଭାରତୀୟ ଦଳ ହେଡିଂଲେରେ ମଧ୍ୟ ସଂଘର୍ଷରତ ଇଂଲଣ୍ଡ ଉପରେ ପ୍ରାଧାନ୍ୟ ବଜାୟ ରଖି ସିରିଜ୍ ଅଗ୍ରଣୀ ବଢ଼ାଇବା ଲକ୍ଷ୍ୟରେ ରହିବ । ପ୍ରାୟ ଦୁଇବର୍ଷ ଧରି ବଡ଼…

ଆଫଗାନିସ୍ତାନରୁ ଫେରିଥିବା ୭୮ ଜଣଙ୍କ ମଧ୍ୟରୁ ୧୬ କରୋନା ପଜିଟିଭ୍‌

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଗତକାଲି ଭାରତ ଫେରିଥିବା ୭୮ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୧୬ ଜଣ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି । ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଆକ୍ରାନ୍ତଙ୍କ ସହ ସମସ୍ତ ୭୮ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଆକ୍ରାନ୍ତ ୧୬ ବ୍ୟକ୍ତି ଲକ୍ଷଣ ବିହୀନ ବୋଲି କୁହାଯାଇଛି ।…