ଲା ଗଣେଶନ ମଣିପୁରର ନୂଆ ରାଜ୍ୟପାଳ ନିଯୁକ୍ତ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଲା ଗଣେଶନଙ୍କୁ ମଣିପୁରର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଗଣେଶ ଭାରତୀୟ ଜନତା ଦଳର ଜଣେ ବରିଷ୍ଠ ନେତା ରହିଆସିଛନ୍ତି। ଏହାପୂର୍ବରୁ ସେ ମଧ୍ୟ ରାଜ୍ୟସଭା ସଦସ୍ୟ ଥିଲେ। ସେ ତାମିଲନାଡୁ ଭାରତୀୟ ଜନତା ପାର୍ଟିର ସଭାପତି ଭାବରେ ମଧ୍ୟ…

କାବୁଲ ବିମାନ ବନ୍ଦରରେ ଦଳାଚକଟା, ୭ ମୃତ

କାବୁଲ: ତାଲିବାନ ଆଫଗାନିସ୍ତାନରେ ପୁଣି ଶାସନ କ୍ଷମତା ଦଖଲ କରିବା ପରେ ଭୟରେ ବହୁ ସଂଖ୍ୟକ ଲୋକ ଦେଶ ଛାଡ଼ି ପଳାଇବାକୁ ଚାହୁଁଛନ୍ତି। ଏହି ପ୍ରୟାସରେ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଲୋକଙ୍କ ପ୍ରବଳ ଭିଡ଼ ଜମିଛି। ବିମାନବନ୍ଦରରେ ଭିଡ଼ ଓ ଅରାଜକତା ମଧ୍ୟରେ ଆଜି ୭ ଜଣ ଲୋକଙ୍କ ମୃତ୍ୟୁ…

କେନ୍ଦ୍ର ମନ୍ତ୍ରୀ ସିନ୍ଧିଆଙ୍କ ‘ଜନ ଆଶୀର୍ବାଦ ଯାତ୍ରା’ ପାଇଁ ଘୋଡ଼ା ଦେହରେ ଅଙ୍କାଗଲା ବିଜେପି ପତାକା,…

ଇନ୍ଦୋର: କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ “ଜନ ଆଶୀର୍ବାଦ ଯାତ୍ରା” ପାଇଁ ବ୍ୟବହୃତ ଏକ ଘୋଡ଼ାର ଦେହରେ ବିଜେପି ପତାକା ଅଙ୍କାଯିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପଶୁଙ୍କ ପ୍ରତି ନିର୍ଦ୍ଦୟତା ଅଭିଯୋଗରେ ପୋଲିସ ଘୋଡାର ମାଲିକଙ୍କୁ ଖୋଜୁଛି। ପ୍ରତ୍ୟକ୍ଷଦର୍ଶୀ…