ଭାରତକୁ ମିଳିପାରେ ପ୍ରଥମ ମହିଳା ପ୍ରଧାନ ବିଚାରପତି, ଖାଲି ପଡିଥିବା ବିଚାରପତି ପଦ ପାଇଁ ୯ ଜଣଙ୍କ ନାମ ସୁପାରିସ

ନୂଆଦିଲ୍ଲୀ: ୨୦୨୭ରେ ଭାରତକୁ ମିଳିପାରେ ପ୍ରଥମ ମହିଳା ପ୍ରଧାନ ବିଚାରପତି (ସିଜେଆଇ) | ୨୨ ମାସ ପରେ ମଙ୍ଗଳବାର ସୁପ୍ରିମକୋର୍ଟ କଲେଜିୟମ ଖାଲି ପଡିଥିବା ବିଚାରପତି ପଦ ପାଇଁ ନଅ ଜଣଙ୍କ ନାମ ସୁପାରିଶ ପଠାଇଛନ୍ତି। ଭାରତର ପ୍ରଧାନ ବିଚାରପତି ତିନିଜଣ ମହିଳାଙ୍କ ସମେତ ଏହି ୯ଟି ନାମ ସରକାରଙ୍କୁ…

କରୋନା ଅପଡେଟ୍: ଦୈନିକ ସଂକ୍ରମଣରେ ହଠାତ୍ ୪୦% ବୃଦ୍ଧି, ଆଉ ୩୫,୧୭୮ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଗୋଟିଏ ଦିନ ହ୍ରାସ ପରେ ଭାରତରେ କରୋନା ସଂକ୍ରମଣ ମାମଲା ପୁଣି ବୃଦ୍ଧି ପାଇଛି। ଦିନକ ପୂର୍ବରୁ ପାଞ୍ଚ ମାସ ମଧ୍ୟରେ ସର୍ବନିମ୍ନ ସଂଖ୍ୟକ କରୋନା ମାମଲା ରିପୋର୍ଟ ହୋଇଥିଲା। ହଠାତ୍ ଦୈନିକ ସଂକ୍ରମଣ ୪୦% ବୃଦ୍ଧି ପାଇଛି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସଦ୍ୟତମ…

ତାଲିବାନର ପ୍ରଥମ ସାମ୍ବାଦିକ ସମ୍ମିଳନୀ, କହିଲା ଶରିଆ ଆଇନ୍ ଅନୁଯାୟୀ ମହିଳାଙ୍କୁ ଦିଆଯିବ ଅଧିକାର

କାବୁଲ: ଆଫଗାନିସ୍ତାନକୁ ପୁଣି ନିଜ ନିୟନ୍ତ୍ରଣକୁ ନେବା ପରେ ତାଲିବାନ ମଙ୍ଗଳବାର କାବୁଲରେ ପ୍ରଥମ ଥର ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଛି। ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାକୁ ଆସିଥିବା ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ୨୦ ବର୍ଷର ସଂଘର୍ଷ ପରେ ଆମେ ଦେଶକୁ…

ରାଉରକେଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ହେବ ସମୀକ୍ଷା

ଭୁବନେଶ୍ୱର –ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ରାଉରକେଲା ଗସ୍ତ କରୁଛନ୍ତି । ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ସଚିବ ଆର. ଭିନିଲ କ୍ରିଷ୍ଣା ଓ ଏନଏଚଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ରାଉରକେଲା ଯିବେ । ବିପିୟୁଟି ପରିସରରେ ଦେଶର ବୃହତ୍ତମ ହକି…

ଲଗାତର ତୃତୀୟ ଦିନରେ ୧ ହଜାର ତଳେ ଦୈନିକ କୋରୋନା ସଂକ୍ରମଣ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୯

ଭୁବନେଶ୍ୱର – ରାଜ୍ୟରେ ଲଗାତର ତୃତୀୟ ଦିନରେ ଦୈନିକ କୋରୋନା ସଂକ୍ରମଣ ୧ ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୯୯୩ ନୂଆ ଆକ୍ରାନ୍ତ । ଆକ୍ରାନ୍ତଙ୍କ ମଧ୍ୟରେ ୧୩୮ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ସଙ୍ଗରୋଧରୁ ୫୭୮ ଓ ସ୍ଥାନୀୟ ଅଞ୍ଚଳରୁ ୪୧୫ ଆକ୍ରାନ୍ତ ଚିହ୍ନଟ…