ଶ୍ରୀକ୍ଷେତ୍ରର ଐତିହ୍ୟ : ମରିଚେଇ ଠାକୁରାଣୀ

ଶ୍ରୀକ୍ଷେତ୍ରର ମାରିଚିକୋଟ ଛକ ନିକଟରେ ବିରାଜମାନ କରିଛନ୍ତି କୃପମୟୀ ମରିଚେଇ ଠାକୁରାଣୀ । ମାରିଚିକୋଟ ଛକରୁ ଶ୍ରୀମନ୍ଦିର ଗଲାବେଳେ ବଡ଼ଦାଣ୍ଡର ବାମ ପାର୍ଶ୍ଵରେ ରହିଛି ମାରିଚିକୋଟ ଯାଗା। ଏହି ସ୍ଥାନର ଆରାଧ୍ୟ ଦେବୀ ହେଉଛନ୍ତି ମରିଚେଇ ଠାକୁରାଣୀ। ଶ୍ରୀମନ୍ଦିର ପ୍ରତିଷ୍ଠା ପରେ ଏହାର…

ଆମ ଶରୀର ଚର୍ଚ୍ଚା : ଯୋଗ

ଶରୀର ର କାର୍ଯ୍ୟ ( Function of the body ) : ପୂର୍ବରୁ ବିଭିନ୍ନ ଅଙ୍ଗ ତାର ଗଠନ ପ୍ରଣାଳୀ ଏବଂ କାର୍ଯ୍ୟ ବିଷୟ ରେ ସମ୍ୟକ ସୂଚନା ଦିଆଯାଇଥିଲା । ବର୍ତ୍ତମାନ ଶରୀର ର କାର୍ଯ୍ୟ ବିଷୟ ରେ ଆଲୋଚନା କରିବା। ଗାଡି ମୋଟର ଚାଲିବା ପାଇଁ ଇନ୍ଧନ ବା ତେଲ ଯେପରି ଆବଶ୍ୟକ ପଡିଥାଏ ଠିକ ସେହିପରି…

ବ୍ରଜମଣ୍ତଳ ପରିକ୍ରମାରେ ମଥୁରାର ଦର୍ଶନୀୟ ସ୍ଥାନ

ଅମ୍ବରିଷ ଟିଲା : ଟିଲା ଅର୍ଥ ଛୋଟ ପାହାଡ଼ ବା ଉଚ୍ଚଭୂମି। ଅମ୍ବରିଷ ଟିଲା ଟି ତିରିଶ ଫୁଟ ଉଚ୍ଚଭୂମିରେ ଅବସ୍ଥିତ। ସରସ୍ୱତୀ ଏବଂ ଯମୁନା ନଦୀର ସଙ୍ଗମ ସ୍ଥଳର ଦକ୍ଷିଣ ଦିଗକୁ ଏହି ଟିଲା ଅବସ୍ଥିତ। ଏକଦା ଅମ୍ବରିଷ ମହାରାଜ ଏହି ସ୍ଥାନରେ ବାସ କରୁଥିବା ଯୋଗୁଁ ଏହାର ନାମ ଅମ୍ବରିଷ ଟିଲା ହୋଇଛି।…

ଗୀତା ମହାତ୍ମ୍ୟ: ତସ୍ୟ ସଂଜନୟନ ହର୍ଷମ କୁରୁବୃଦ୍ଧ ପିତାମହଃ। ସିଂହନାଦ ବିନିଦ୍ୟୋଚୈ ଶଙ୍ଖ ଦଧନୌ ପ୍ରତାପ ବାନ।।

 ତସ୍ୟ ସଂଜନୟନ ହର୍ଷମ କୁରୁବୃଦ୍ଧ ପିତାମହଃ। ସିଂହନାଦ ବିନିଦ୍ୟୋଚୈ ଶଙ୍ଖ ଦଧନୌ ପ୍ରତାପ ବାନ।। ଅନୁବାଦ : କୁରୁବୃଦ୍ଧ ମହାପ୍ରତାପୀ ପିତାମହଃ ଭୀଷ୍ମ ଦୁର୍ଯ୍ୟଧନଙ୍କ ହୃଦୟରେ ହର୍ଷ ଉତ୍ପନ୍ନ କରାଇ ଉଚ୍ଚ ସ୍ଵରରେ ସିଂହନାଦ ପରି ଗର୍ଜନ କରି ଶଙ୍ଖ ବଜାଇଲେ।। (ଗୀତା ୧ମ ଅ-୧୨ଦଶ ଶ୍ଳୋକ