ଗୀତା ମହାତ୍ମ୍ୟ: ଅନ୍ୟେ ଚ ବହବାଃ ଶୁରା ମଦର୍ଥେ ତ୍ୟକ୍ତ ଜୀବୀତଃ ।। ନାନା ଶସ୍ତ୍ର ପ୍ରହରଣା ସର୍ବେ ଯୁଦ୍ଧ ବିଶାରଦଃ।।

 ଅନ୍ୟେ ଚ ବହବାଃ ଶୁରା ମଦର୍ଥେ ତ୍ୟକ୍ତ ଜୀବୀତଃ ।। ନାନା ଶସ୍ତ୍ର ପ୍ରହରଣା ସର୍ବେ ଯୁଦ୍ଧ ବିଶାରଦଃ।। ଆହୁରି ଅନେକ ବୀର ଅଛନ୍ତି, ଯେଉଁମାନେ ମୋ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ । ସେମାନେ ସମସ୍ତେ ନାନା ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଛନ୍ତି ଏବଂ ସେମାନେ ସମସ୍ତେ ଯୁଦ୍ଧ ବିଜ୍ଞାନରେ ଅଭିଜ୍ଞ…

ଶ୍ରୀକ୍ଷେତ୍ରର ଐତିହ୍ୟ: ଦେବୀ ଅର୍ଦ୍ଧାଶନି ଲୋକ ମୁଖରେ ସିଏ ମାଉସୀ ମା’

ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ମଧ୍ୟସ୍ଥଳ ରେ ବିରାଜମାନ କରିଛନ୍ତି "ଶ୍ରୀ ମାଉସୀ ମ' "। ରଥଯାତ୍ରା ଆସିଲେ ଚର୍ଚ୍ଚା ର ପରିସର କୁ ଆସନ୍ତି ଏହି ଶ୍ରୀ ମାଉସୀ ମା' ।କାରଣ ପ୍ରବାଦ ରହିଛି ମହାପ୍ରଭୁ ଏହିଠାରେ ପୋଡ଼ପିଠା ଗ୍ରହଣ କରିଥାନ୍ତି। ବଳଗଣ୍ଡି ଠାରୁ ଶ୍ରୀମନ୍ଦିର ଆସିବା ରାସ୍ତାର ବାମ…

ଆମ ଶରୀର ଚର୍ଚ୍ଚା:  ଯୋଗ 

ଆମ ଉଦର ରେ ଥିବା କ୍ଷୁଦ୍ରନ୍ତ ମଧ୍ୟରେ ଅନ୍ୟ କେତେକ ରସ ସହିତ ଖାଦ୍ୟ ମିଶି ତରଳ ରସଯୁକ୍ତ ହୁଏ। ତା ମଧ୍ୟରୁ କେତେକ ସାରାଂଶ କ୍ଷୁଦ୍ରନ୍ତ ଗ୍ରହଣକରି ସେହି ଖାଦ୍ୟକୁ ଯକୃତ ( Liver ) କୁ ପଠାଇଥାଏ। ଅଦରକାରୀ ଅଂଶ ଗୁଡ଼ିକ ବହଦନ୍ତ ( Large intensties ) କୁ ଚାଲି ଯାଇଥାଏ। ପରେ ମଳ ରୂପରେ…

ଭାରତର ତୀର୍ଥସ୍ଥଳ: ବ୍ରଜମଣ୍ଡଳ

ମଥୁରା ସ୍ଥିତ ବିଶ୍ରାମ ଘାଟ ର ଉତ୍ତର ଦିଗରେ ଥିବା ଦ୍ୱାଦଶ ଘାଟ ୧) ନବତୀର୍ଥ : ଅସି କୁଣ୍ଡର ଉତ୍ତରରେ ଏହି ନବତୀର୍ଥ ବିଦ୍ୟମାନ। ଏହି ତୀର୍ଥରେ ସ୍ନାନକଲେ ଭଗବଦ ଭକ୍ତି ପ୍ରାପ୍ତ ହୋଇଥାଏ। ୨) ସଂଯମ ତୀର୍ଥ : ଏହି ତୀର୍ଥରେ ସ୍ନାନକଲେ ଭଗବଦ ଧାମ ପ୍ରାପ୍ତ ହୋଇଥାଏ। ବସୁଦେବ ଏହି ଘାଟ ଦେଇ…

ବିଶ୍ୱ ବିଦିତ ନବୀନ ପଟ୍ଟନାୟକ ଙ୍କୁ “ଭାରତ ରତ୍ନ” ପ୍ରଦାନ ଦାବି

ସମଲେଇ ପୀଠ ରୁ ଆରମ୍ଭ ହେବ ରାଜ୍ୟବ୍ୟାପୀ ଦସ୍ତଖତ ଅଭିଯାନ ସମ୍ବଲପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତାଧାରା ଓ଼ ତତ୍ତ୍ବର ବାସ୍ତବ ରୂପ ଦେଶବାସୀ ତଥା ବିଶ୍ୱବାସୀଙ୍କ ମନ ଜିଣିବାରେ ସକ୍ଷମ ହୋଇଛି । ତାଙ୍କ ବ୍ୟକ୍ତିତ୍ୱର ମହନୀୟତା, ଭିନ୍ନ ଦୃଷ୍ଟିଭଙ୍ଗୀ ସମଗ୍ର ଦେଶବାସୀଙ୍କ…