ତୃତୀୟ ଲହରୀ ଆଶଙ୍କା, ଗତ ୧୧ ଦିନରେ ବେଙ୍ଗାଲୁରୁରେ ୫୪୩ ପିଲା ସଂକ୍ରମିତ, ଜରୁରୀ ବୈଠକ ଡକାଇଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: ତୃତୀୟ ଲହରୀ ଆଶଙ୍କା ମଧ୍ୟରେ କର୍ଣ୍ଣାଟକରେ କରୋନା ସଂକ୍ରମିତ ପିଲାମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଗତ ୧୧ ଦିନରେ କେବଳ ବେଙ୍ଗାଲୁରୁରେ ହିଁ ୫୪୩ ପିଲା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସଂକ୍ରମିତଙ୍କ ମଧ୍ୟରେ ୧ ବର୍ଷରୁ…