ଅଟୋକୁ ଧକ୍କା ଦେଲା ଟ୍ୟାଙ୍କର, ୮ ଆହତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଗଞ୍ଜାମ ସହର ତ୍ରିବେଣୀ ମଠ ଛକ ନିକଟରେ ବୁଧବାର ମଧ୍ୟାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ୟାଙ୍କର ଏକ ଅଟୋକୁ ଧକ୍କା ଦେବାରୁ ୨ ମହିଳା ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ୬ ଜଣ ଅଟୋ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ଅଟୋଟିରେ ରମ୍ଭା ଅଞ୍ଚଳର କିଛି ଲୋକ ରମ୍ଭାରୁ…