ରାଜ୍ୟରେ ଆଉ ୬୯ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଆଉ ୬୯ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସଂଗୃହୀତ ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକରୁ ୧୩, ସମ୍ବଲପୁରରୁ ୮, ସୁନ୍ଦରଗଡରୁ ୬, ବାଲେଶ୍ୱରରୁ ୬, ବରଗଡରୁ ୫, କେନ୍ଦୁଝରରୁ ୫, ଝାରସୁଗୁଡାରୁ ୪,…

କୋରୋନା କଟକଣା ମଧ୍ୟରେ ଏଥର ପାଳନ ହେବ ସ୍ୱାଧୀନତା ଦିବସ, ତିନି ସହରରେ ସଟଡାଉନ ଦିନ ୧୧ଟା ଯାଏଁ କୋହଳ

ଭୁବନେଶ୍ୱର – ସ୍ୱାଧୀନତା ଦିବସ ପାଳନ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି । ସ୍ୱାଧୀନତା ଦିବସ ରବିବାର ଦିନ ପଡୁଥିବା ବେଳେ କଟକ ଓ ଭୁବନେଶ୍ୱର ଓ ପୁରୀରେ ସଟଡାଉନକୁ ଦିନ ୧୧ଟା ଯାଏଁ କୋହଳ କରାଯାଇଛି । ଏସଆରସିଙ୍କ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଛି ଯେ, ଏଥର…

ରାଜଧାନୀର ୪ ନମ୍ବର ପରିବା ମାର୍କେଟ ଓ ମାଛ ବଜାର ସିଲ୍

ଭୁବନେଶ୍ୱର- ରାଜଧାନୀର ୪ ନମ୍ବର ପରିବା ମାର୍କେଟରେ ବିଏମସି ଚଢାଉ କରି ସିଲ୍ କରିଛି । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ପରିବା ମାର୍କେଟ ସିଲ୍ କରିଛି ବିଏମସି । ୟୁନିଟ ୪ ମାଛ ମାର୍କେଟକୁ ବି ସମାନ କାରଣରୁ ସିଲ୍ ହୋଇଛି । ସଟଡାଉନ ବେଳେ ମାଛ ବଜାରରେ କୋଭିଡ ନିୟମ ଉଲ୍ଲଂଘନ ହେଉଥିଲା ।…

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବୃଦ୍ଧି, ଦିନକରେ ୧୨୪୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର-ରାଜ୍ୟରେ ସାମାନ୍ୟ ବୃଦ୍ଧି ପାଇଛି ଦୈନିକ କୋରୋନା ସଂକ୍ରମଣ । ଦିନକରେ ଚିହ୍ନଟ ହୋଇଛନ୍ତି ୧ ହଜାର ୨୪୩ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୭୧୮ ଏବଂ ସ୍ଥାନୀୟ ଅଂଚଳରୁ ୫୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୯, କଟକରୁ ୧୭୭, ଜଗତସିଂହପୁରରୁ…