ଅଗଷ୍ଟ ୧୬ରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ, ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରୁମ ପାଠପଢା ଚାଲିବ

ଭୁବନେଶ୍ୱର - ଅଗଷ୍ଟ ୧୬ ତାରିଖରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଖୋଲିବ ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ । ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢା ଆରମ୍ଭ ହେବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପ୍ରଥମ ବର୍ଷ ପିଜି ଓ ୟୁଜିର ପ୍ରି-ଫାଇନାଲ ବର୍ଷର…

ରାଜଧାନୀରେ ବଜ୍ରକାପ୍ତା ରାକେଟକୁ ଧରିଲା କ୍ରାଇମବ୍ରାଂଚ୍ ଏସଟିଏଫ, ୩ ଗିରଫ

ଭୁବନେଶ୍ୱର – ବଜ୍ରକାପ୍ତା ଚୋରା କାରବାର କରୁଥିବା ରାକେଟକୁ ଧରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । କଳିଙ୍ଗ ଷ୍ଟୁଡିଓ ଛକରେ ଡିଲ୍ ଚାଲିଥିବା ବେଳେ ଚୋରା ବେପାରୀଙ୍କୁ ଧରିବା ସହ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିଛି ଏସଟିଏଫ । ତିନି ବେପାରୀଙ୍କୁ ଗିରଫ କରାଯାଇଛି । ୫ ଲକ୍ଷ ଟଙ୍କାର ଡିଲ୍…

ଆମାଜନ୍‌ର ବଡ଼ ବିଜୟ, ରିଲାଏନ୍ସ-ଫ୍ୟୁଚର ଗ୍ରୁପ୍ ଡିଲ୍ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରିଲାଏନ୍ସ ରିଟେଲ୍ ଏବଂ ଫ୍ୟୁଚର ଗ୍ରୁପ୍ ବିଲୟ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ଆମାଜନ୍ ସପକ୍ଷରେ ସିଙ୍ଗାପୁର ଇମଜର୍ନ୍ସି ଆର୍ବିଟ୍ରେଟର ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ୍ ରଖିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ସିଙ୍ଗାପୁର ଆର୍ବିଟ୍ରେଟରଙ୍କ…

କ୍ରମାଗତ ଷଷ୍ଠ ଥର ପାଇଁ ସୁଧହାର ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଏହାର ମୁଦ୍ରା ନୀତିର ସମୀକ୍ଷା କରିଛି। ଏଥର ମଧ୍ୟ ରେପୋ ରେଟ୍ ରେ ଆରବିଆଇ କୌଣସି ପରିବର୍ତ୍ତନ କରିନାହିଁ। ପ୍ରମୁଖ ସୁଧ ହାର ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି | ରିଭର୍ସ ରେପୋ ରେଟ୍ ମଧ୍ୟ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି | ଆରବିଆଇ ଗଭର୍ଣ୍ଣର…

ଟୋକିଓ ଅଲିମ୍ପିକ୍ସ: ରେସଲିଂରେ ଆଉ ଏକ ପଦକ ସମ୍ଭାବନା, ସେମିରେ ପହଞ୍ଚିଲେ ବଜରଙ୍ଗ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ରେସଲିଂରେ ଭାରତକୁ ଆଉ ଏକ ପଦକ ସମ୍ଭାବନା ସୃଷ୍ଟି ହୋଇଛି । ଭାରତୀୟ ରେସଲର ବଜରଙ୍ଗ ପୁନିଆ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗର କ୍ୱାର୍ଟର ଫାଇନାଲରେ ବଜରଙ୍ଗ ଇରାନର ମୁର୍ତାଜା ଜିଆସିଙ୍କୁ ପରାସ୍ତ କରିଛନ୍ତି। ଏହା…