ପର୍ଣ୍ଣ ଫିଲ୍ମ ରାକେଟ୍ ପରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଅନଲାଇନ୍ ଗେମ୍ ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ମୁମ୍ବାଇ: ଅନ୍ତର୍ଜାତୀୟ ପର୍ଣ୍ଣ ଫିଲ୍ମ ରାକେଟ୍ ମାମଲାରେ ଜେଲରେ ଥିବା ଶିଳ୍ପୀ ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢିବାରେ ଲାଗିଛି । ରାଜ କୁନ୍ଦ୍ରାଙ୍କ ବିରୋଧରେ ଏବେ ଆଉ ଏକ ଅଭିଯୋଗ ହୋଇଛି । ଅନଲାଇନ୍ ଗେମ୍ ନାଁରେ କୁନ୍ଦ୍ରା କୁଆଡେ଼ ସାଧାରଣ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ…

କୃନାଲଙ୍କ ପରେ ଚହଲ ଓ ଗୌତମ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ଏବଂ ଟି-୨୦ ସିରିଜ୍ ଶେଷ ହୋଇଛି | କିନ୍ତୁ ଭାରତୀୟ ଦଳରେ କୋଭିଡ୍ ମାମଲା ବୃଦ୍ଧି ପାଇଛି । ଟିମ୍ ଇଣ୍ଡିଆର ଆଉ ଦୁଇଜଣ ଖେଳାଳି କରୋନା ପଜିଟିଭ୍ ହୋଇଥିବାର ଖବର ଆସିଛି। ଟିମ୍ ଇଣ୍ଡିଆ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୃଷ୍ଣପ୍ପା ଗୌତମ…

ଟୋକିଓ ଅଲିମ୍ପିକ୍ସ: ସେମିରେ ପହଞ୍ଚିଲେ ସିନ୍ଧୁ, ପଦକରୁ ଆଉ ଗୋଟିଏ ବିଜୟ ଦୂରରେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ପଦକର ଆଉ ପାଦେ ନିକଟତର ହୋଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ। ବିଶ୍ଵ ଚାମ୍ପିୟନ ସିନ୍ଧୁ ମହିଳା ସିଙ୍ଗଲ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେ କ୍ୱାର୍ଟର ଫାଇନାଲରେ ଜାପାନର ଚତୁର୍ଥ ସିଡ୍ ଆକାନେ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ରେ…

ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ, ପୁଣି ପୁଅଙ୍କୁ ଟପିଲେ ଝିଅ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ର ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍ cbseresults.nic.in ମାଧ୍ୟମରେ ସେମାନଙ୍କର ରେଜଲ୍ଟ ଯାଞ୍ଚ କରିପାରିବେ | ଚଳିତ ବର୍ଷ ୯୯.୩୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍…

ମାଟ୍ରିକ ପରୀକ୍ଷାରେ ସୋରଡା ବିଧାୟକ

ସୋରଡା – ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମାଟ୍ରିକ ଅଫଲାଇନ ପରୀକ୍ଷା ଦେଉଛନ୍ତି । ଆଜିଠାରୁ ମାଟ୍ରିକ ଅଫଲାଇନ ପରୀକ୍ଷା ଆରମ୍ଭ ହୋଇଛି । ସୋରଡାରୁ ତିନି ତିନି ଥର ବିଧାୟକ ହୋଇଥିବା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଆଗରୁ ବିଭିନ୍ନ ବ୍ୟକ୍ତିଗତ କାରଣରୁ ମାଟ୍ରିକ ପରୀକ୍ଷା ଦେଇ ପାରି ନ ଥିଲେ…