ଗୁଣ୍ଟୁର ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଶୋକ, ଦୁଇ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶ ର ଗୁଣ୍ଟୁର ର ଏକ ମାଛ ଫାର୍ମରେ ବିଦ୍ଯୁତ ଦୁର୍ଘଟଣାରେ ଗୁଣୁପୁରର ଛଅ ଜଣ ଶ୍ରମିକ ପ୍ରାଣ ହରାଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ…

ଟୋକିଓ ଅଲିମ୍ପିକ୍ସ: ହକିରେ ଭାରତର ଚତୁର୍ଥ ବିଜୟ, ଶେଷ ପୁଲ୍ ମ୍ୟାଚରେ ଜାପାନକୁ ୫-୩ରେ ହରାଇଲା

ଟୋକିଓ: ଟୋକିଓ ଅଲିମ୍ପିକ୍ସର ଅନ୍ତିମ ପୁଲ୍ ମ୍ୟାଚ୍ ରେ ଭାରତର ହକି ଦଳ ଆୟୋଜକ ଜାପାନକୁ ୫-୩ରେ ପରାସ୍ତ କରିଛି | ଭାରତ ଗ୍ରୁପ୍ ପର୍ଯ୍ୟାୟରେ ୫ଟି ମ୍ୟାଚରୁ ୪ଟି ଜିତି ଦ୍ବିତୀୟ ସ୍ଥାନରେ ରହିଛି । ଭାରତ ପୂର୍ବରୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିସାରିଛି। ଅଗଷ୍ଟ ପହିଲାରେ ଅନୁଷ୍ଠିତ…

ପର୍ଣ୍ଣ ଫିଲ୍ମ ରାକେଟ୍ ପରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଅନଲାଇନ୍ ଗେମ୍ ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ମୁମ୍ବାଇ: ଅନ୍ତର୍ଜାତୀୟ ପର୍ଣ୍ଣ ଫିଲ୍ମ ରାକେଟ୍ ମାମଲାରେ ଜେଲରେ ଥିବା ଶିଳ୍ପୀ ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢିବାରେ ଲାଗିଛି । ରାଜ କୁନ୍ଦ୍ରାଙ୍କ ବିରୋଧରେ ଏବେ ଆଉ ଏକ ଅଭିଯୋଗ ହୋଇଛି । ଅନଲାଇନ୍ ଗେମ୍ ନାଁରେ କୁନ୍ଦ୍ରା କୁଆଡେ଼ ସାଧାରଣ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ…

କୃନାଲଙ୍କ ପରେ ଚହଲ ଓ ଗୌତମ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ଏବଂ ଟି-୨୦ ସିରିଜ୍ ଶେଷ ହୋଇଛି | କିନ୍ତୁ ଭାରତୀୟ ଦଳରେ କୋଭିଡ୍ ମାମଲା ବୃଦ୍ଧି ପାଇଛି । ଟିମ୍ ଇଣ୍ଡିଆର ଆଉ ଦୁଇଜଣ ଖେଳାଳି କରୋନା ପଜିଟିଭ୍ ହୋଇଥିବାର ଖବର ଆସିଛି। ଟିମ୍ ଇଣ୍ଡିଆ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୃଷ୍ଣପ୍ପା ଗୌତମ…

ଟୋକିଓ ଅଲିମ୍ପିକ୍ସ: ସେମିରେ ପହଞ୍ଚିଲେ ସିନ୍ଧୁ, ପଦକରୁ ଆଉ ଗୋଟିଏ ବିଜୟ ଦୂରରେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ପଦକର ଆଉ ପାଦେ ନିକଟତର ହୋଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ। ବିଶ୍ଵ ଚାମ୍ପିୟନ ସିନ୍ଧୁ ମହିଳା ସିଙ୍ଗଲ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେ କ୍ୱାର୍ଟର ଫାଇନାଲରେ ଜାପାନର ଚତୁର୍ଥ ସିଡ୍ ଆକାନେ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ରେ…